ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇଘର ଠାରୁ କୁନ୍ଦେଇ କୁ ସଂଯୋଗ କରୁଥିବା ରାସ୍ତା ସୁଧୁରିବ କେବେ ? 

ରାଇଘର ଠାରୁ କୁନ୍ଦେଇ କୁ ସଂଯୋଗ କରୁଥିବା ରାସ୍ତା ସୁଧୁରିବ କେବେ ? 

ରାଇଘର, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ମହକୁମା ଠାରୁ ସୀମାନ୍ତ କୁନ୍ଦେଇ କୁ ସଂଯୋଗ କରୁଥିବା ରାସ୍ତା ର ବହୁତ ସ୍ଥାନରେ ଖାଲ ଢିପ ହୋଈ ରହିଥିବା ବେଳେ ମରାମତି ଅଭାବରୁ ଶୋଚନୀୟ ଅବସ୍ଥାରେ ରହିଥିବା ଦେଖିବାକୁ ମିଳୁଛି। ପ୍ରକାଶ ଥାଉ କି ଏହି 40 ନୋ ରାଜ୍ୟରାଜ ପଥ ସୀମାନ୍ତ ହାଟଭରାଣ୍ଡି, କୁନ୍ଦେଇ ଦେଈ ଛତିଶ ଗଡ଼ ର ରାୟପୁର କୁ ସଂଯୋଗ କରୁଅଛି। ଏଵଂ ବ୍ଲକ ଠାରୁ ମାତ୍ର ଅଳ୍ପ ଦୂରରେ ଥିବା ପେଟ୍ରୋଲ ପମ୍ପ ମାଉଲି ମା ମନ୍ଦିର, ଲାଲ ମାଟି ତଥା ଯୋଡିଙ୍ଗା, ଆଦି ବହୁତ ଜାଗାରେ ରାସ୍ତା ଉପରେ ଗର୍ତ୍ତ ହୋଈ ରହିଅଛି। ଗତ କିଛି ଦିନ ତଳେ ଖବର କାଗଜ ରେ ଖବର ପ୍ରକାଶ ପାଇବା ପରେ ବିଭାଗୀୟ ଅଧିକାରୀ ପିଚ୍ କରି ସମତୁଲ କରି କହିଲେ ଯେ ଟେଣ୍ଡର ହୋଇଛି। କାମ ହେବ। ବର୍ତ୍ତମାନ ଛମାସ ବିତି ଯାଇଥିଲେ ସୁଦ୍ଧା କାମ ଆରମ୍ୱ ହୋଇପାରିନାହିଁ। କାମ କେବେ ଆରମ୍ଭ ହେବ ତାହା ସାଧାରଣ ରେ ପ୍ରଶ୍ନ ବାଚି ସୃଷ୍ଟି କରିଛି। ଯୋଉ ଯୋଉ ଯାଗାରେ ପେଚ ପକା ଯାଇଥିଲା ତାହା ବର୍ତ୍ତମାନ ଉଠିଯାଇ ମରମାଜନ୍ତା ଅବସ୍ଥାରେ ପରିଣତ ହେଲାଣି। ନିମ୍ନ ମାନର କାର୍ଯ୍ୟ ଯୋଗୁଁ କିଛି ଦିନ ପରେ ପୁଣି ପିଚୁ ଉଥିଯାଉଛି । ତେଣୁ ବିଭାଗୀୟ ଅଧିକାରୀ ତଥା ଲୋକ ପ୍ରତିନିଧି ଏଥିପ୍ରତି ନଜର ଦେଇ ଏହାର ସମାଧାନ ନିମନ୍ତେ ସାଧାରଣ ରେ ଦାବି ହେଉଥିବା ଦେଖିବାକୁ ମିଳୁଛି। 

କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

 

Related posts

PDG ଲାୟନ ଦିଲ୍ଲୀପ କୁମାର ଦାଶଙ୍କ ଜନ୍ମଦିନରେ ଲାୟନ୍ସ କ୍ଲବ ଏଲିଟ୍‌ର ସେବା କାର୍ଯ୍ୟ 

Sunil Chandra Nayak

ଶିମିଳିପାଳିଆ ହାତୀପଲରେ ନୂଆ ଶାବକ ର ଜନ୍ମ ବନବିଭାଗର କଡ଼ା ନଜର

Sunil Chandra Nayak

ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Leave a Comment

error: Content is protected !!