ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପବିତ୍ର ମହା ବିଷୁବ ପଣ ସଂକ୍ରାନ୍ତି ଓ ଆମ୍ବେଦକର ଙ୍କ ୧୩୪ ତମ ଜୟନ୍ତୀ ଦିବସ ପାଳନ 

ପବିତ୍ର ମହା ବିଷୁବ ପଣ ସଂକ୍ରାନ୍ତି ଓ ଆମ୍ବେଦକର ଙ୍କ ୧୩୪ ତମ ଜୟନ୍ତୀ ଦିବସ ପାଳନ 

ବନ୍ଧୁଗାଁ ତା, ୧୪/୪/୨୫ ବନ୍ଧୁଗାଁ ବ୍ଲକ ଅନ୍ତର୍ଗତର ୧୩ ଟି ଗ୍ରାମପଞ୍ଚାୟତ ର ଭଦ୍ରବ୍ୟକ୍ତି ମାନଙ୍କ ତରଫରୁ ପଵିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଉପଲକ୍ଷେ ଘରେ ଘରେ ପାଳନ କରିଥିବା ସହ ଓ ଛକ ଛକ ଠାରେ ପଣା ବଣ୍ଟନ କରାଯାଇଛି I ପ୍ରତ୍ୟକ ଗ୍ରାମପଞ୍ଚାୟତ ର ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତରେ ପଣା ବଣ୍ଟନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଓ ବର୍ତମାନ ର ପିଆରଓ ମେମ୍ବର ଓ ସମାଜସେବୀ ଗଣ ଉପସ୍ଥିତ ରହିଥିଲେ I ଏଥିସହ ଆଜି ବଡ଼ ସରପଲି ଓ ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ଭୀମ ରାଓ ବାବା ସାହେବ ଆମ୍ବେଦକର ଙ୍କ ୧୩୪ ତମ ଜୟନ୍ତୀ ଦିବସ ପାଳନ ହୋଇଯାଇଛି I ଏଥି ମଧ୍ୟରେ ବନ୍ଧୁଗାଁ ବ୍ଲକର ମିନି ଷ୍ଟାଦିୟମ ଠାରେ ଭୀମ ରାଓ ବାବା ସାହେବ ଆମ୍ବେଦ କରଙ୍କ ଫୋଟ ଚିତ୍ରରେ ପୁଷ୍ପ ଗୁଚ୍ଛ ଦେଇ ତାଙ୍କ ଜୀବନ ବିଷୟରେ କିଛି ଉଦ୍ଧବଧନ ଦେଇଥିଲେ ଓ ଆମ୍ବେଦକର ଆମ ଭାରତରେ କଣ କଣ କ୍ଷତିନାମା କାମ କରିଛନ୍ତି ତାଙ୍କର ଜୀବନ ବାଣି କେମିତି ଥିଲା ତାହା ବିଷୟରେ ନେଇ ଉପସ୍ଥିତ ରହିଥିବା ଲୋକଙ୍କୁ ଭଦ୍ର ବ୍ୟକ୍ତିଗଣ ଉପସ୍ଥାପନ କରିଥିଲେ,ଏଥିରେ ମୁଖ୍ୟତଃ ଅତିଥି ଭାବରେ ବ୍ଲକର ବିଜେଡି ସଭାପତି ବାଲା ନାଗ, ଓ ସନମାନୀୟ ଅତିଥି ଭାବରେ ବନ୍ଧୁଗାଁ ବ୍ଲକର ଜନ ୨ ର ଜିଲା ପରିଷଦ ସଦସ୍ୟ ମାଜି ହିମିରୀକା,ବନ୍ଧୁଗାଁ ବ୍ଲକର ବହୁଜନ ସମାଜ ପାର୍ଟି ବ୍ଲକ ଦଳିତ ସେବା ସମିତି ର ସଭାପତି ଯଗେସ ମହାନନ୍ଦିଆ, କଣ୍ଟୁ ପିଡ଼ିକା, କାକି ଗୌରୀ,ଶଙ୍କର ଦେବର ପଲି ଉପଦେଷ୍ଟା, ଭସ୍କୋର ସ୍ୟାମଲା,ପ୍ରମୁଖ ଉପସ୍ଥିତି ରହି ପାଳନ କରିଥିଲେ I 

  ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର

Related posts

ନବରଙ୍ଗପୁର ରେ ବିଶ୍ୱ ରେଡ଼କ୍ରସ ଦିବସ ପାଳନ

ବିଭିନ୍ନ ଦାବିନେଇ ଅଗ୍ନିଶମ ବାହିନୀ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

masiha

ସମାଜସେବୀଙ୍କ ଦ୍ୱାରା ମାନସିକ ଅନଗ୍ରସର ମହିଳା ଉଦ୍ଧାର :ଉଦ୍ଧାର ହୋଇଥିବା ମହିଳା କୁ ସ୍ଥାନୀୟ ମିସିନାରୀ ଅଫ ଚାରିଟି ରେ ଥଇଥାନ

masiha

Leave a Comment

error: Content is protected !!