ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ଚକୁଳି ଗାଁ ଶାଖା ତରଫରୁ ଆମ୍ବେଦକର ଜୟନ୍ତୀ

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ଚକୁଳି ଗାଁ ଶାଖା ତରଫରୁ ଆମ୍ବେଦକର ଜୟନ୍ତୀ

ଜୁନାଗଡ଼,୧୫/୪(ମନୀସ) ଚକୁଳି ଗ୍ରାମରେ ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ପ୍ରଥମେ ବଜା ବଜେଇ ବିଶାଲ ଶୋଭାଯାତ୍ରା କରି ଗ୍ରାମ ପରିକ୍ରମା କରାଯାଇଥିଲା।,ତାପରେ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲା ଅର୍ପଣ କରି ସାରିଲା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଧିମନ୍ ରାଧାକାନ୍ତ ଛତ୍ରିଆ, ସମ୍ମାନିତ ଅତିଥି , ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ସଭାପତି ଧନଞ୍ଜୟ ଦୀପ୍, ସାଧାରଣ ସମ୍ପାଦକ ଶତ୍ରୁଘ୍ନ ନାଏକ,, ମୁଖ୍ୟ ବକ୍ତା ଭାବେରେ ଶିକ୍ଷାବିତ୍ ଯୋଗେଶ୍ୱର ସାଗର , ସାବେତ୍ରୀ ଫୁଲେ ମହିଳା ସଂଘ୍ ଜିଲ୍ଲା ସଭାନେତ୍ରୀ ଧିମନ୍ ରମଣୀ ଦୁରିଆ ,ଏସ୍ ସୁଜାତା, ଓ ଚକୁଳି ଆମ୍ବେଦକର କ୍ଲବ ର ସଭାପତି ନରୋତ୍ତମ ନାଏକ, ସମ୍ପଦ ଜୟଦେବ କର,କାହୁଁ ବେମାଲ, ରାଜାରାମ ଡଙ୍ଗରୀ, ଜିତେନ୍ଦ୍ର ବାଗ,ଡିଙ୍ଗର କର,ତଥା କ୍ଲବ ର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ଥିବା ସହ ପାଖ ପଡ଼ୋଶୀ ଗାଁ ମାନଙ୍କର ସହ ସହ ଜନସାଧାରଣ ଉପସ୍ଥିତ ଥିଲେ । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ଦ୍ୱାରା ସଂପର୍କିତ ଆଇନ୍ ସଚେତନତା କାର୍ଯ୍ୟକ୍ରମ

masiha

ଲାଞ୍ଜିଗଡ଼ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ 

masiha

ମୟୂରଭଞ୍ଜ ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା ରଘୁନାଥ ମହାନ୍ତଙ୍କ ଦେହାନ୍ତ; ଝୁରୁଛି ବିଜେଡି, ଝୁରୁଛି ଅଁଳାଯୋଡି

masiha

Leave a Comment

error: Content is protected !!