ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରବାଦୀ ସଂଘ ତରଫରୁ ମହାବୀରଙ୍କ ଜନ୍ମ ଉତ୍ସବ ଓ ଓଡ଼ିଆ ନବବର୍ଷ ପାଳନ ଓ ସମ୍ବର୍ଧନା ପର୍ବ 

ରାଷ୍ଟ୍ରବାଦୀ ସଂଘ ତରଫରୁ ମହାବୀରଙ୍କ ଜନ୍ମ ଉତ୍ସବ ଓ ଓଡ଼ିଆ ନବବର୍ଷ ପାଳନ ଓ ସମ୍ବର୍ଧନା ପର୍ବ 

କଟକ : ୪୨ ମୌଜା ଶ୍ରୀ ଶ୍ରୀ କଦମ୍ବେଶ୍ୱର ପୀଠରେ ଓଡ଼ିଆ ନବବର୍ଷ ଓ ମହାବୀରଙ୍କ ଜନ୍ମ ଜୟନ୍ତୀରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ହନୁମାନ ଚାଳିଶା ଓ ଦୀପଦାନ କରିବା ସହିତ ମନ୍ତ୍ର ପାଠ କରାଯାଇଥିଲା । ଓଡ଼ିଶା ରାଷ୍ଟ୍ରବାଦୀ ସଂଘ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା ।ଅତିଥି ଭାବେ ଓଡ଼ିଶା ରାଷ୍ଟ୍ର ବାଦୀ ସଂଘର ସଭାପତି ସମାଜସେବୀ ଇଂ.ଗିରିଜା ଶଙ୍କର ପତି,ଶିକ୍ଷାବିତ୍ ପ୍ରଫୁଲ୍ଲ ମହାପାତ୍ର,ସମାଜ ସେବୀ ପ୍ରଭାତ ଦେବତା,ମାନ୍ୟବର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି,ସନାତନୀ ସେନାର ରାଜ୍ୟ ସଭାପତି ହିନ୍ଦୁବାଦୀ ସମୀର କୁମାର ପଣ୍ଡା,ଭାରତୀୟ କିଶାନ ସଂଘର ରାଜ୍ୟ ସମ୍ପାଦକ ଦେବୀପ୍ରସାଦ ପତି,ପଣ୍ଡିତ ପ୍ରତାପ କୁମାର ପତି,ନାରୀନେତ୍ରୀ ଚିତ୍ତୋରମା ସ୍ୱାଇଁ, ନାୟବ ସରପଞ୍ଚ ଝାରକଟା ସସ୍ମିତା ମହାପାତ୍ର,ନାରୀନେତ୍ରୀ ସବିତା ଦାଶ ଏବଂ ସଭା ପରିଚାଳନା କରିଥିଲେ ସାମ୍ବାଦିକ ଦୀପକ ଆଚାର୍ଯ୍ୟ, ପରିଚାଳନାରେ ସହଯୋଗ କରିଥିଲେ ଚିନ୍ମୟ ମହାପାତ୍ର, ମନୋମୋହନ ସାହୁ,ସନ୍ତୋଷ ସାହାଣୀ,ଯୁବରାଜ ପଣ୍ଡା,ଖିତିଶ ପଣ୍ଡା,ଅନିଲ ମହାପାତ୍ର,ସତ୍ୟନାରାୟଣ ମହାନ୍ତି,ଶୁଭ୍ରାଂଶୁ ଶେଖର ସ୍ବାଇଁ,ସଚ୍ଚିକାନ୍ତ ବେଉରା,ଯଶୋବନ୍ତ ପତି,ଜୟନ୍ତ ପତି,ତ୍ରିଲୋଚନ ପତି, ଚିତ୍ତ ରଞ୍ଜନ ପତି,ଉନ୍ନୟନ ପରିଷଦର ସଭାପତି ଅନିଲ ଦାସ, ଆଶିଷ ପତି,ପିତାମ୍ବର ମୁଦୁଲି, ୪୨ମୌଜା ବଣିକ ସଂଘର ସଭାପତି କ୍ଷୀରୋଦ ଚନ୍ଦ୍ର ମୁଦୁଲି,ପ୍ରମୋଦ ପତି,ମନୋରଞ୍ଜନ ସାହୁ,ଚିତ୍ତ ରଞ୍ଜନ ମାଝୀ,ଅଜିତ ପରିଡ଼ା,ପଣ୍ଡିତ ତାପସ ମହାପାତ୍ର,ମଦନ ପତି,ରଞ୍ଜନ କୁମାର ନାୟକ,ରାକେଶ ରାଉତ, ବଣ୍ଟି ଜେନା,ରଞ୍ଜନ ଖଟୁଆ,କୁନାଲ ସାମଲ,ସୁଜିତ୍ ବେହେରା,ସୁନିଲ ନାୟକ,କାହ୍ନା ଲେଙ୍କା, ବିଜୟ କୁମାର ପତି, ଦିଲ୍ଲୀପ ବେହେରା,ହିନ୍ଦୁ ବାଦି ନେତା ସଞ୍ଜୟ ସାହୁ,ସମାଜ ସେବୀ ରାଜକିଶୋର ବେହେରା ପ୍ରମୁଖ । ୫୦ ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ସମସ୍ତ ମହାବୀରଙ୍କ ଭକ୍ତ ମାନେ ରଣେଷଣ୍ଢ ମନ୍ଦିରରୁ ବଳିବାମନ ପୀଠ ପର୍ଯ୍ୟନ୍ତ ଏକ ବିଶାଳ ଧ୍ଵଜ ଶୋଭାଯାତ୍ରା ଅନୁଷ୍ଠିତ ହେଇଥିଲା । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଓକିଲ ସଂଘ ଶପଥ ଗ୍ରହଣ

Sunil Chandra Nayak

ଜୁନାଗଡ଼ ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ 

masiha

ଜଗନ୍ନାଥ ମନ୍ଧିର ପୂଜକ ଧବଲେଶ୍ବର ପୁରୋହିତ ଆଉ ନାହାନ୍ତି

Sunil Chandra Nayak

Leave a Comment

error: Content is protected !!