ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଦ୍ମଲୋଚନ ମିଶ୍ର ରୋଗୀ କଲ୍ୟାଣ ସମିତି ସାଂସଦ ପ୍ରତିନିଧି ନିଯୁକ୍ତ 

ମ.ରାମପୁର,୨୭/୪(ମସୀହା): କଳାହାଣ୍ଡି ସାଂସଦ ମାନ୍ୟବର ବସନ୍ତ ପଣ୍ଡାଙ୍କ ତରଫରୁ ମ. ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରୋଗୀ କଲ୍ୟାଣ ସମିତି ର ସାଂସଦ ପ୍ରତିନିଧି ଭାବରେ ପଦ୍ମ ଲୋଚନ ମିଶ୍ର ନିଯୁକ୍ତ ହୋଇଛନ୍ତି I ଶ୍ରୀ ମିଶ୍ର ଭାରତୀୟ ଜନତା ଦଳର ଜଣେ ଜିଲ୍ଲା ସ୍ତରୀୟ ବରିଷ୍ଠ କର୍ମକର୍ତ୍ତା ଏବଂ ଜଣେ ନିର୍ମଳ ଭାବମୂର୍ତ୍ତି ସଂପନ୍ନ ବ୍ୟକ୍ତିତ୍ୱ I ତାଙ୍କ ନିଯୁକ୍ତିରେ ବିଭିନ୍ନ ମହଲ ରୁ ଶୁଭେଚ୍ଛା ବାର୍ତ୍ତା ସୁଟିଛି I ଶ୍ରୀ ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି – ରୋଗୀ କଲ୍ୟାଣ ସେମିତି ଜରିଆରେ ରୋଗୀ ମାନେ କିଭଳି ଭଲ ଭାବରେ ଉପକୃତ ହୋଇ ଭଲ ସ୍ବାସ୍ଥ୍ୟ ସେବା ପାରିବେ ସେ ଦିଗରେ ଦୃଷ୍ଟି ଦେବେ ବୋଲି କହିଛନ୍ତି I

ମ. ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ I

Related posts

ଟାଟା ଷ୍ଟିଲ ସମ୍ମୁଖରେ ଅନିୟନ୍ତ୍ରିତ ଟ୍ରାଫିକ ବ୍ୟବସ୍ଥା: ୭ ଗାଈ ମୃତ

Sunil Chandra Nayak

ଖଣ୍ଡିଆ ଖାବରା ବୃଦ୍ଧାଂକୁ ସହାୟତା ହାତ ବଢ଼ାଇଲେ ବିଜେଡି ଜୋନାଲ ନେତା ସୌମିକ ଦାସକାନୁନଗୋ

Sunil Chandra Nayak

ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!