ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନୂଆପଡ଼ା କୋମନା ବ୍ଲକ ଜେଠୁପାଲି ଗ୍ରାମରେ ଏକ ଜୁଆ ଆଡ୍ଡା ଚଢାଉ, ନଗଦ ୪୮,୨୨୫/- ଟଙ୍କା ଜବତ,୧୬ ଗୋଟି ମୋବାଇଲ୍, ୧୨ ଗୋଟି ଯାନବାହାନ,୨୩ ଯୁଆଡି ଗିରଫ

ନୂଆପଡ଼ା କୋମନା ବ୍ଲକ ଜେଠୁପାଲି ଗ୍ରାମରେ ଏକ ଜୁଆ ଆଡ୍ଡା ଚଢାଉ, ନଗଦ ୪୮,୨୨୫/- ଟଙ୍କା ଜବତ,୧୬ ଗୋଟି ମୋବାଇଲ୍, ୧୨ ଗୋଟି ଯାନବାହାନ,୨୩ ଯୁଆଡି ଗିରଫ

ନୂଆପଡା,ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଜେଠୁପାଲି ଗ୍ରାମରେ ଏକ ଜୁଆଆଡ୍ଡା ଚଢାଉ କରିଛନ୍ତି। ବହୁ ଦିନ ରୁ ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ଜୁଆ ଆଡ୍ଡା ସକ୍ରିୟ ହୋଇ ଯୁବ ଗୋଷ୍ଠୀ ଏହାର ଖରାବ ପ୍ରଭାବ ରେ ପଡ଼ି ଯାଉଛନ୍ତି। ବିଶେଷ ସୂତ୍ରରୁ ଖବର ପାଇ କୋମନା ପୋଲିସ ଜେଠୁପାଲି ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲେ। ସେଠାରୁ ନଗଦ ୪୮,୨୨୫/- ଟଙ୍କା ଜବତ,୧୬ ଗୋଟି ମୋବାଇଲ୍, ୧୨ ଗୋଟି ଯାନବାହାନ,୨୩ ଯୁଆଡି ଗିରଫ କରିଛନ୍ତି। କୋମନା ଥାନା ରେ ଏକ ମାମଲା ୯୬/୨୨.୦୪.୨୦୨୫ ରେ ରୁଜୁ କରିଥିଲେ। ନୂଆପଡ଼ା ଏସ ପି ଜିଆର ରାଘବେନ୍ଦ୍ର ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି। ଆଗାମୀ ଦିନରେ ପୋଲିସ ବ୍ୟାପକ ରୂପେ ପଦକ୍ଷେପ ନେବା ସହ ଜୁଆ ଖେଳ କୁ ନୂଆପଡ଼ା ରୁ ଉଚ୍ଛେଦ ପାଇଁ ପ୍ରଚେଷ୍ଟା କରିବ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଦୁଷ୍କର୍ମ କାରି ଜେଲ ଗଲେ 

Sunil Chandra Nayak

ବାରହା ମାଂସ ବିକ୍ରି ଅଭିଯୋରେ ୩ ବ୍ୟକ୍ତି ଗିରଫ

Sunil Chandra Nayak

ସୁଧ କାରବାରର ପର୍ଦ୍ଦାଫାଶ: ଆସିକା ପୋଲିସ ଜାଲରେ ଅଭିଯୁକ୍ତ, ୨୦ ରୁ ଅଧୂକ ବାଇକ ସହ ନଗଦ ଟଙ୍କା, ମୋବାଇଲ ଓ ଦଲିଲ ଜବତ

Sunil Chandra Nayak

Leave a Comment

error: Content is protected !!