ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଣ୍ୟ ତିଥି 

ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଣ୍ୟ ତିଥି 

କଟକ : ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ୪୨ ମୌଜା ପକ୍ଷରୁ ସ୍ବର୍ଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୧୦ ତମ ପୁଣ୍ୟ ତିଥିରେ ସଭାପତି ସରୋଜ ନଳିନୀ ପରିଜାଙ୍କ ସଭାପତିତ୍ଵରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇ କଂଗ୍ରେସର ବରିଷ୍ଟ ନେତା ରାମ ଚନ୍ଦ୍ର ଗୋଚ୍ଛାୟତ,ସାମ୍ବାଦିକ ଅନିଲ କୁମାର ଦାସ,ମହାସଚିବ ରୁଦ୍ର ନାରାୟଣ ଦାସ,କାର୍ଯ୍ୟକାରୀ ସଭାପତି ଅଭୟ ଦାସ,ଶିକ୍ଷକ ମିହିର ନାୟକ,ସନ୍ତୋଷ ଭୋଇ, ଉପସଭାପତି ଉପେନ୍ଦ୍ର ବାରିକ ଓ ଛାତ୍ରଛାତ୍ରୀ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବକ୍ତା ମାନେ ତାଙ୍କ ବକ୍ତବ୍ୟରେ କହିଥିଲେ ଆଜି ୪୨ ମୌଜା ବାସି ମାନଙ୍କୁ କାଠଯୋଡି ବ୍ରିଜ କରି ଅଭିଶପ୍ତ ଜୀବନ ରୁ ରକ୍ଷା କରିଛନ୍ତି,ଜାନକୀ ବଲ୍ଲଭ ପଟ୍ଟନାୟକ,ବସନ୍ତ କୁମାର ବିଶ୍ବାଳ,ଜୟନ୍ତୀ ପଟ୍ଟନାୟକ, ପୂର୍ବତନ ସରପଂଚ ଗଗନ ବିହାରୀ ମହାନ୍ତି,ସଦର ଚେୟାରମେନ ସୁରେନ୍ଦ୍ର ନାଥ ଦେବତା (ବାବାଜି ବାବୁ)ଙ୍କୁ କୋଟି କୋଟି ପ୍ରଣାମ ଜଣାଉଛନ୍ତି । ସଂପାଦକ ନାରାୟଣ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଲା କଟକ ଜିଲ୍ଲାର ବହୁ ପୁରୁଣା ଓ ଆର୍ ଆମ୍ବୁଲାନ୍ସ, ସେବା ଯୋଗାଇବ ନା କିଛି ଦିନ ପରେ ଯନ୍ତ୍ରାଂଶ ଅଚଳ ହୋଇ ରାସ୍ତାରେ ଶୋଇବ, ନିଜ ମୁଣ୍ଡରୁ ଦୋଶ ନିଭାଇବା ପାଇଁ ଜିଲ୍ଲା ପ୍ରଶାସନର ଚାଲ ନାହିଁ ତ?

ରାଜ୍ୟ ସରକାରଙ୍କ ଦ୍ଵାରା କାରଖାନା କତ୍ତୃପକ୍ଷ ଙ୍କ ପାଖରେ ମଜଦୁର ସଭା ର ଦାବି ଉପସ୍ଥାପିତ

masiha

ଉତ୍ସବ ମୁଖର ହୋଇଛି ଚାରବାହାଲ ଦୁର୍ଗାପୂଜା, ସାଂସ୍କୃତିକ କାର୍ଯ୍ୟକ୍ରମ ଦଶହରା ପାଇଁ ପ୍ରବଳ ଭିଡ ଜମୁଛିପୂଜା ମଣ୍ଡପ ରେ

masiha

Leave a Comment

error: Content is protected !!