ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡୁଡୁକେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୯ ତମ ସ୍ବାଧିନତା ଦିବସ ପାଳିତ

ଡୁଡୁକେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୯ ତମ ସ୍ବାଧିନତା ଦିବସ ପାଳିତ

ଗୋଲାମୁଣ୍ଡା, ୧୫/୦୮/୨୦୨୫ : ଆଜି ହେଉଛି ପବିତ୍ର ୭୯ତମ୍ ସ୍ଵାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି। ତାର ଆଭିମୁଖ୍ୟ ହେଉଛି ସ୍ଵାଧୀନତା ସଂଗ୍ରାମରେ ଯେଉଁ ମାନେ ନିଜ ଜୀବନକୁ ସମର୍ପି ଦେଇ ଭାରତକୁ ଏକ ଅଗ୍ରଣୀ ଓ ବିଶ୍ୱ ଶକ୍ତିରେ ପରିଣତ କରି ଥିବା ରୁ ସେହି ମହାପୁରୁଷ ମାନଙ୍କ ପାଇଁ ଆଜିର ପବିତ୍ର ଦିବସ ପାଳିତ ଓ ଗଭୀର ଶ୍ରଦ୍ଧାନଜଳି,ଏହି ଅବସରରେ ସାରା ରାଜ୍ୟରେ ସରକାରୀ, ବେସରକାରୀ ଓ ଅନେକ ଅନୁଷ୍ଠାନରେ ଆଜିର ସ୍ଵାଧୀନତା ଦିବସ ପାଳନ କରୁ ଥିବା ବେଳେ। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଡୁଡୁକେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିମନ୍ୟୁ ଦାସ, ରିଚେକ ଭାଟି, ସୌମ୍ୟରଞ୍ଜନ ଦଲାଇ, ହରିହର ମୁଣ୍ଡ, ତଥା ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ଗହଣରେ ପାଳିତ ହୋଇଥିଲା। ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଙ୍କୁ ନେଇ ଶିକ୍ଷକ ଙ୍କ ମିଳିତରେ ତ୍ରିରଙ୍ଗ ପତାକା ଉତ୍ତୋଳନ କରି ଥିବା ବେଳେ। ଅରବିନ୍ଦ ହଂସ, ୱାର୍ଡ ମେମ୍ବର ଲଳିତା ଭାଟି, ଅଭିଭାବକ ଓ ଛାତ୍ର ଛାତ୍ରୀ ମାନଙ୍କ ମିଲିତରେ ଗ୍ରାମ୍ୟ ପରିକ୍ରମା କରିଥିଲେ। 

ହିମାଂଶୁ ଭୋଇ ଙ୍କ ରିପୋର୍ଟ୍ 

Related posts

ଟ୍ରେଡ ୟୁନିୟନ ମାନଙ୍କ ମିଳିତ ବୈଠକ  ଶ୍ରମ କୋର୍ଡ ବାତିଲ ଦାବିରେ ୨୩ ସେପ୍ଟେମ୍ବର ଦେଶବ୍ୟାପୀ କଳା ଦିବସ ପାଇଁ ଆହ୍ବାନ

masiha

ଭ୍ରାମ୍ୟମାଣ ଚାରା ବିତରଣ ଯାନର ଶୁଭାରମ୍ଭ 

Sunil Chandra Nayak

ବ୍ରାହ୍ମଣୀ ନଦୀକୂଳରେ ଭିନ୍ନ ଢଙ୍ଗରେ ପାଳିତ ହେଲା ବିଶ୍ଵ ପରିବେଶ ଦିବସ , ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଶପଥ ଗ୍ରହଣ

Leave a Comment

error: Content is protected !!