ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫ ରୁ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ 

ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫ ରୁ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ 

ରାଉରକେଲା: ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସର ରେ ରାଉରକେଲାର ସାମାଜିକ ସଂଗଠନ ଦି ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫ ରୁ କଳିଙ୍ଗ ବିହାର ହନୁମାନ ମନ୍ଦିର ପରିସର ରେ ସୂଜି ହାଲୁଆ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହାସହ ୯ ଜଣ “ବ୍ରାହ୍ମଣ ଦେବ” ଙ୍କୁ ଅନୁଷ୍ଠାନ ତରଫ ରୁ “ଦର୍ପଣ ସମ୍ମାନ” ରେ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନ ର ସମସ୍ତ ସଭ୍ୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ ସମ୍ପାଦନ କରାଇଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ସର୍ବଶ୍ରୀ ବୈକୁଣ୍ଠ ସାହୁ , ଚନ୍ଦନ ସାମଲ , ରୀତା ସାମଲ , ସୁଶିଲ ସେଠି , ହରେକୃଷ୍ଣ ନାୟକ, ଦେବାଶିଷ ମହାନ୍ତି, ସୁରେଶ ଲେଙ୍କା, ବିଶ୍ଵନାଥ ରାଉତ, ମନୋଜ , ବିକି ସିଂ , ଦେବିକା ମିଶ୍ର, ବରଦା ମିଶ୍ର, ବାପି ଜୋତିଷ , ବୈଶାଳି ସାହୁ , ବାସନ୍ତି ବିଶ୍ବାଳ, ଗତିକୃଷ୍ଣ ନାୟକ ଆଦି ଉପସ୍ଥିତ ରହି ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ବିଧାୟକ ଙ୍କ ସ୍ମାରକପତ୍ର ପ୍ରଦାନ 

masiha

ଜିଲ୍ଲାରେ ଖଡ଼ି ଛୁଆଁ ଏବଂ ପ୍ରବେଶ ଉତ୍ସବ ଅନୁଷ୍ଠିତ

masiha

କିଶୋରୀ ବାଳିକାଙ୍କ ସଚେତନତାମୂଳକ ତାଲିମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!