ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଲଟିଲା ଡମ୍ଫର, ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ହେଲପର

ଓଲଟିଲା ଡମ୍ଫର, ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ହେଲପର

ବାଲେଶ୍ବର,୦୨/୫/୨୫ – ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ସୋର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ବ୍ରିଜ ଉପରେ ବାଲେଶ୍ୱରରୁ ସୋର ଅଭିମୁଖେ ଆସୁଥିବା ଓଆର ୨୨ ବି‌ ୬୭୧୩ ନମ୍ବର ବିଶିଷ୍ଟ ଏକ ଡମ୍ଫରଟି ଓଲଟି ପଡିଲା । ଡମ୍ଫରର ଉଭୟ ଡ୍ରାଇଭର ଓ ହେଲପର ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି । ଏହି ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ସାମାନ୍ୟ ଆହତ ହୋଇଥିଲେ । ଡ୍ରାଇଭରର କହିବା ଅନୁସାରେ ଗାଡ଼ି ଚାଲିଥିବା ବେଳେ ଗାଡ଼ିର ଆଗ ଚକା ହଠାତ୍ ଫାଟି ଯିବାରୁ ଷ୍ଟିରିଙ୍ଗ ଅଚଳ ହୋଇ ରାସ୍ତା ଉପରେ ଥିବା ଡିଭାଇଡର ଉପରେ ମାଡ଼ି ଯାଇଥିଲା । ଯାହାଫଳରେ ଡମ୍ଫରଟି ଓଲଟି ପଡିଥିଲା । ଖବର ପାଇ ଜାତୀୟ ରାଜପଥ ପୋଲିସ ପାଟ୍ରୋଲିଙ୍ଗ ଗାଡ଼ି ଓ ୧୧୨ ପିସିଆର ଗାଡ଼ି ଘଟଣା ସ୍ଥଳରେ ପହଂଚି କ୍ରେନ ଯୋଗେ ଗାଡ଼ିକୁ ରାସ୍ତାରୁ ହଟାଇଥିଲ। ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରଜନୀକାନ୍ତ ମାଧ୍ଯାମିକ ଵିଦ୍ଯାଳୟ,ଲୁହାଶିଳାର‌ରସାୟନ ବିଜ୍ଞାନର ଡେମୋନଷ୍ଟ୍ରେଟରଙ୍କ ଦେହାନ୍ତ

Sunil Chandra Nayak

ରାୟଗଡା-କେରେଡା ମୁଖ୍ୟ ରାସ୍ତା ରେ ଝଞ୍ଜାବତୀ ନଦୀ ଉପରେ ନୂତନ ସେତୁ ନିର୍ମାଣ ହେବ କେବେ ? 

masiha

ବସ୍ତା ରେ ରାମ ନବମୀ ଉପଲକ୍ଷେ ବିଶାଳ ବାଇକ୍ ଶୋଭାଯାତ୍ରା 

Sunil Chandra Nayak

Leave a Comment

error: Content is protected !!