ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୟନିକା’ର ୬୯ତମ ପ୍ରତିଷ୍ଠା ଦିବସ

‘ବୟନିକା’ର ୬୯ତମ ପ୍ରତିଷ୍ଠା ଦିବସ

ଢେଙ୍କାନାଳ ସହର କୈବଲ୍ୟ ବଜାରସ୍ଥିତ ଓଡିଶା ସରକାରଙ୍କ ‘ବୟନିକା’ର ୬୯ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦ୍ୱୀପ ପ୍ରଜ୍ଜ୍ଵଳନ କରି ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବୟନ ଶୀଳ୍ପ ସ‌ହକାରୀ ନିର୍ଦ୍ଦେଶକ ଶ୍ରୀକାନ୍ତ ନାୟକ, ‘ବୟନିକା’ର ଢେଙ୍କାନାଳ ଶାଖା ପରିଚାଳକ ରାଜେନ୍ଦ୍ର କୁମାର ବାରିକ, ଟେକ୍ସଟାଇଲ୍‌ସ ନିରୀକ୍ଷକ ଗୋବିନ୍ଦ ଚନ୍ଦ୍ର ମଲ୍ଲିକ, ସହକାରୀ ବୈଷୟିକ ସୁପ୍ରିୟା ରାୟ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଷ୍ଠା ଦିବସ ଉପଲକ୍ଷେ ଗ୍ରାହକମାନଙ୍କୁ ୨୦ +୧୦ ପ୍ରତିଶତ ଛାଡ କରାଯିବ । ବୟନିକାର ବିଭିନ୍ନ ପାଟ୍ଟ ତଥା ସମ୍ବଲପୁରୀ ଶାଢୀ, ରୁମାଲ୍, ଡ୍ରେସ୍ କପଡା ଓ ଚୁଡ଼ୁଦାର୍ ଇତ୍ୟାଦି ସୁଲଭ ମୂଲ୍ୟରେ ଖର୍ବି କରିବା ପାଇଁ ଢେଙ୍କାନାଳ ବାସୀଙ୍କୁ ଅନୁରୋଧ କରାଯାଇଛି । 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ତହସିଲଦାରଙ୍କ ଉଦ୍ୟମରେ ରାଇରଙ୍ଗପୁରର ଏବଂ ନୂଆଗାଁ ର କିଛି ଜବରଦଖଲକାରୀ ମାନେ ସ଼ତଃସ୍ଫୁର୍ତ୍ତ ଭାବେ ଯାଗା ଛାଡୁଛନ୍ତି 

masiha

ଶାନ୍ତି ଶକ୍ତି ଭବନରେ ଆଧ୍ଯାତ୍ମିକ ସ୍ନେହ ମିଳନ 

masiha

ମକୁଆ କାଟେଣୀରେ ପାଲା ମଣ୍ଡପ ଉଦ୍ଘାଟିତ 

Leave a Comment

error: Content is protected !!