ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମକ୍ ଡ୍ରିଲ୍ କରିବା ନିର୍ଦ୍ଦେଶ କୁ ସ୍ବାଗତ କଳା ABVP 

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମକ୍ ଡ୍ରିଲ୍ କରିବା ନିର୍ଦ୍ଦେଶ କୁ ସ୍ବାଗତ କଳା ABVP 

ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୋମବାର ଏକ ବଡ଼ ପଦକ୍ଷେପ ନେଇ ଅନେକ ରାଜ୍ୟକୁ ମକ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦେଇଛି। ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ, ରାଜ୍ୟଗୁଡ଼ିକ ୭ ମଇ, ୨୦୨୫ରେ ପ୍ରଭାବଶାଳୀ ନାଗରିକ ସୁରକ୍ଷା ପାଇଁ ମକ୍ ଡ୍ରିଲ୍ ଆୟୋଜନ କରିବେ। ଓଡିଶାର ସର୍ବମୋଟ ୧୨ ଟି ସ୍ଥାନ ମଧ୍ୟରୁ ଢେଙ୍କାନାଳକୁ ଗୃହ ମନ୍ତ୍ରଣାଳୟ ଦ୍ୱରା ସୂଚନା ଜାରି କରାଯାଇଛି।

ତେଣୁ ଏହି ପରିପ୍ରେକ୍ଷୀରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଢେଙ୍କାନାଳ ବିଭାଗ ସଂଯୋଜକ ଅରୂପ ପଟ୍ଟନାୟକ ସହ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଜିଲ୍ଲାପଳଙ୍କୁ ଭେଟି ଏକ ସୂଚନା ପତ୍ର ପ୍ରଦାନ କରିଛନ୍ତି ।ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏବିଭିପି ସହଯୋଗର ହାତ ବଢେଇବା ନେଇ ପ୍ରତିଶୃତି ଦିଆଯାଇଛି।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

Warm Birthday Wishes to Ramsagar Barge on his 17th Birthday

Sunil Chandra Nayak

‘କାର୍ଯ୍ୟ ବନ୍ଦ ସହ ସପକ୍ଷବାଦୀଙ୍କୁ କରାଯାଉଛି ସାବାଡ଼’

Sunil Chandra Nayak

ସପ୍ତମ ଇଷ୍ଟୀଦୀପନା ମହୋତ୍ସବ ୨୦୨୪ ଆସନ୍ତା ଫେବୃୟାରୀ ୪ ରେ

masiha

Leave a Comment

error: Content is protected !!