ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରପାତ ରେ ୨ ବଖରା ଭଶ୍ମୀଭୂତ 

ବଜ୍ରପାତ ରେ ୨ ବଖରା ଭଶ୍ମୀଭୂତ 

କାମାକ୍ଷାନଗର – କାମାକ୍ଷାନଗର ଥାନା ଅନ୍ତର୍ଗତ ବାଉଁଶପାଳ ପଞ୍ଚାୟତର ବାଙ୍ଗୁରା ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ବଜ୍ରପାତ ଘଟିବାରୁ ୨ ବଖରା ଭଶ୍ମୀଭୂତ ହୋଇଯାଇଛି l ଖବରପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ l ଏହି ଅଗ୍ନିକାଣ୍ଡରେ ଗ୍ରାମର କାଶୀନାଥ ପ୍ରଧାନଙ୍କର ଦୁଇ ବଖରା ସହିତ ଘରେ ଥିବା ଧାନ ବସ୍ତା ପୋଡି ନଷ୍ଟ ହୋଇଯାଇଛି l ଏଥିରେ ପ୍ରାୟ ପଚାଶ ହଜାର ରୁ ଉର୍ଦ୍ଧ ଟଙ୍କା ର ସମ୍ପତି ନଷ୍ଟ ହୋଇଥିବାର ପ୍ରାଥମିକ ତଦନ୍ତରୁ ଜଣାଯାଇଛି l

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ବିରମିତ୍ରପୁର ବନାଞ୍ଚଳରେ ଜଙ୍ଗଲ ନିଆଁ ନିବାରଣ ଏବଂ ଜନ ସୁରକ୍ଷା – ଗଜ ରକ୍ଷା ସଚେତନତା କାର୍ଯ୍ୟକ୍ରମ 

masiha

ଖଡ଼ିଆଳ ବିଧାୟକ କାର୍ଯ୍ୟାଳୟ ସମ୍ମୁଖରେ ରଙ୍ଗର ପର୍ବ ହୋଲି ପାଳିତ

Sunil Chandra Nayak

ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ନବ ଯୌବନ ବେଶ ତଥା ନେତ୍ରୋତ୍ସବ ମହା ସମାରୋହରେ ଅନୁଷ୍ଠିତ

masiha

Leave a Comment

error: Content is protected !!