ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାପ୍ତାହିକ ମେଧାଅନ୍ବେଷଣ ଫଳାଫଳ ପ୍ରକାଶ

ସାପ୍ତାହିକ ମେଧାଅନ୍ବେଷଣ ଫଳାଫଳ ପ୍ରକାଶ

ଖଇରା,୧୫/୫/୨୫ – ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ ଅନୁଷ୍ଠିତ ହେଉଥିବା ସାପ୍ତାହିକ ମେଧାଅନ୍ବେଷଣ ଫଳାଫଳ ପ୍ରକାଶ ପାଇଛି । ପ୍ରତିଯୋଗୀ ମାନଙ୍କ ପାଇଁ ପ୍ରଶ୍ନ ଥିଲା କେଉଁ ଦେଶ କ’ଣ ପାଇଁ ପ୍ରସିଦ୍ଧ । ବିଭିନ୍ନ ଜିଲ୍ଲାରୁ ମୋଟ ୩୭ ଜଣ ଭାଗ ନେଇଥିଲେ । ସମସ୍ତଙ୍କ ଉତ୍ତର ଗୁଡିକୁ ସମୀକ୍ଷା କରିଥିଲେ ସୁଉଚ୍ଚ ଶିକ୍ଷିତା ଓ କବୟିତ୍ରୀ ଅପରାଜିତା ରଥ । ତାଙ୍କୁ ସମୀକ୍ଷା କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିଥିଲେ ଝିଅ ସାଇ ସମୀକ୍ଷା ରଥ, ଭଦ୍ରକ । ତାଙ୍କ ସମୀକ୍ଷାରୁ ଶୁଭସ୍ମିତା ବେହେରା ଓ ସୁଦେଷ୍ନା ପାଣ୍ଡବଙ୍କୁ ପ୍ରଥମ ସ୍ଥାନ ମିଳିଛି । ମୋଟ ୧୦ ମାର୍କରୁ ୭ ମାର୍କ ଲେଖାଏଁ ରଖି ପ୍ରଥମ ହୋଇ ନିଜକୁ, ନିଜ ପରିବାରକୁ, ନିଜ ଅଞ୍ଚଳକୁ, ନିଜ ଜିଲ୍ଲା ତଥା ଅନୁଷ୍ଠାନକୁ ଆଗକୁ ବଢ଼ିବାରେ ସହାୟକ ହୋଇ ଥିବାରୁ ମୋ ଅନୁଷ୍ଠାନ ପରିବାର ଶୁଭେଚ୍ଛା ଜଣାଇଛି । ବାର୍ଷିକ ଉତ୍ସବରେ ପ୍ରଥମ ସ୍ଥାନକୁ ପୁରସ୍କାର ସ୍ବରୂପ ପିତଳ ଥାଳି ପ୍ରଦାନ କରାଯିବ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସୂଚନା ଦେଇଛନ୍ତି । ନିମ୍ନରେ ପ୍ରତିଯୋଗୀଙ୍କ ଓ ମାର୍କ ପ୍ରଦତ୍ତ କରାଗଲା- (୧)ଶୁଭସ୍ମିତା ବେହେରା, ସରସତିଆ, ଖଇରା, ବାଲେଶ୍ବର- ୭ (୨)ସୁଦେଷ୍ନା ପାଣ୍ଡବ, ଧୂଷୁରୀ- ୭ (୩) ଗିରିଧାରୀ ବେହେରା, କେନ୍ଦ୍ରାପଡା- ୬ (୪)ସନ୍ଦୀପ୍ ସାହୁ, ଅଡା, ଖଇରା, ବାଲେଶ୍ବର- ୬ (୫) ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ଼- ୬ ( ୬) କବିତା ନାୟକ, ଭୁବନେଶ୍ୱର- ୫ (୭)ରିତେଶ ମିଶ୍ର, ପାଖରମୌଦା, ଖଇରା, ବାଲେଶ୍ବର- ୫ (୮)ଗୀତା ମଞ୍ଜରୀ ଦାସ, ମୁଣ୍ଡିମରା,ବରପଦା, ଭଦ୍ରକ- ୫ (୯)ରାନୁସ୍ମିତା ବନ୍ଧ, କନ୍ଦଡା, ଖଇରା, ବାଲେଶ୍ବର- ୫ (୧୦)ଅନୁସୂୟା ଦେଵତା, ବରଗଡ଼ – ୫ (୧୧)ସ୍ମୃତି ସ୍ନିଗ୍ଧା ମହାନ୍ତି, ଚରମ୍ପା, ଭଦ୍ରକ- ୫ (୧୨)ତନିଷା କେଶ, ଧୂଷୁରୀ, ଭଦ୍ରକ- ୫ (୧୩)ଶେଖ୍ ମୁନ୍ ତାଜ୍ ଖାତୁନ୍,ବରଗଡ଼- ୫ (୧୪) କଳ୍ପନା ବିନ୍ଧାଣୀ, ମୟୂରଭଞ୍ଜ- ୪ ୧୫)ସମୀକ୍ଷା ସମନ୍ବିତା ଶତପଥୀ, ପାଣିଛତ୍ର, ଖଇରା, ବାଲେଶ୍ବର- ୪ (୧୬)କୃଷ୍ଣା ପାଢୀ, ସିମୁଳିଆ, ବାଲେଶ୍ବର- ୪ (୧୭)ସୁଷମା ପ୍ରଧାନ, ତକବା, ସମ୍ବଲପୁର- ୪ (୧୮)ସ୍ନିଗ୍ଧା ମହାନ୍ତି, ନାହାଙ୍ଗ, କଟକ – ୪ (୧୯)ପ୍ରିୟଙ୍କା ନାୟକ, ଓଷଙ୍ଗ, ଖଇରା, ବାଲେଶ୍ବର- ୪ (୨୦)ଅନିତା ପଣ୍ଡା, ବ୍ରହ୍ମପୁର, ଗଞ୍ଜାମ- ୪ (୨୧)ଶୂନ୍ୟସକ୍ତା ବିଶ୍ବାଳ, କୁପାରି, ଖଇରା, ବାଲେଶ୍ବର- ୪ (୨୨) ମଧୁସ୍ମିତା ନାଥ, ଖଇରା, ବାଲେଶ୍ବର- ୪ (୨୩)ମଧୁସ୍ମିତା ଲେଙ୍କା, ସାହାଡାଖୁଣ୍ଟା, ଖଇରା, ବାଲେଶ୍ବର-୪ (୨୪)କମଳିନୀ ସେନାପତି, ଜଳେଶ୍ବର, ବାଲେଶ୍ବର- ୪ (୨୫)ଲିପ୍ପିସିତା ମହାନ୍ତି, କୁପାରି, ବାଲେଶ୍ବର- ୪ (୨୬)ଜୟନ୍ତୀ ବେହେରା, ଧର୍ମଶାଳା, ଯାଜପୁର- ୪ (୨୭) ସୁଲୋଚନା ବଳ, ସୋର, ବାଲେଶ୍ବର- ୩ (୨୮)ସମାପ୍ତି ବେହେରା, କୋହି, ମୟୂରଭଞ୍ଜ- ୩ (୨୯) ସଞ୍ଜୁକ୍ତା ସାହୁ, ରାହାମା, ଜଗତସିଂହପୁର- ୩ (୩୦)ସୁନିତା ଦାଶ, ଭୁବନେଶ୍ୱର- ୩ (୩୧)ଲକ୍ଷ୍ମୀପ୍ରିୟା ଜେନା, ରାଣ୍ଡଖେଜୁରୀ, ଖଇରା, ବାଲେଶ୍ବର- ୩ (୩୨)ନିବେଦିତା ପଣ୍ଡା, ରାଉରକେଲା,ସୁନ୍ଦରଗଡ଼- ୩ (୩୩) ଯାଜ୍ଞସେନୀ ପଣ୍ଡା, ବାଙ୍ଗାଲୋର- ୩ (୩୪)ପୂଜାରାଣୀ ପଣ୍ଡିତ, ବାଲେଶ୍ବର- ୨ (୩୫)ହରପ୍ରିୟା ରାଉଳ, ପଳାଶପୁର, ଖଇରା, ବାଲେଶ୍ବର- ୨ (୩୬)ତପସ୍ବିନୀ ଦାଶ, ବାରିପଦା, ମୟୂରଭଞ୍ଜ- ୧ (୩୭) ଅଲିଭା ଉପାଧ୍ୟାୟ, ବାଘମରା, ଅଡା, ବାଲେଶ୍ବର ଭାଗ ନେଇଥିଲେ । କିନ୍ତୁ ଉତ୍ତରରେ ଅଲିଭା ଉପାଧ୍ୟାୟ ଇଂରାଜୀ ଶବ୍ଦ ବ୍ଯବହାର କରିଥିବାରୁ ସମୀକ୍ଷାରେ ସ୍ଥାନ ପାଇପାରିଲେ ନାହିଁ । ପ୍ରତ୍ୟେକ ରବିବାର ଏଭଳି କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ଶିକ୍ଷଣୀୟ ହୋଇଥାଏ । ତେଣୁ ଇଚ୍ଛୁକ ବନ୍ଧୁ ମାନଙ୍କୁ ଅନୁରୋଧ ଅଂଶଗ୍ରହଣ କରିବାକୁ ଭୁଲନ୍ତୁ ନାହିଁ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବଡ଼ ଚେରଗାଁ ଠୁ ନଦୀ ବ୍ରିଜ ରାସ୍ତା ଅତ୍ୟନ୍ତ ଶୋଚନୀୟ

Sunil Chandra Nayak

କାର୍ଯ୍ୟସୂଚୀ ଅନୁଯାୟୀ ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

masiha

ଓଡ଼ିଆ ଚଳଚ୍ଚିତ୍ର ପ୍ରିୟେ ତୁ ମୋ ସିଏ ବିରୁଦ୍ଧରେ ଦଳିତ ସଂଗଠନ ପକ୍ଷରୁ ଥାନାରେ ଏତଲା

Leave a Comment

error: Content is protected !!