ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରେନ କଟି ଯୁବକଙ୍କ ମୃତ୍ୟୁ

ଟ୍ରେନ କଟି ଯୁବକଙ୍କ ମୃତ୍ୟୁ

ଜୁନାଗଡ଼,୨୧/୫(ମନୀସ)ଜୁନାଗଡ ଷ୍ଟେସନ୍ ରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି l ଜୁନାଗଡ ଷ୍ଟେସନ୍ ରେଳ ଲାଇନ ଜୁନାଗଡ ଭୁବନେଶ୍ବର ଟ୍ରେନ ରେ ଆଜି ସନ୍ଧ୍ୟା ରେ ଏକ ଯୁବକଙ୍କ ମୁଣ୍ଡ କାଟି ମୃତ୍ୟୁ ହୋଇଛି l ଜୁନାଗଡ ରେଲ ଷ୍ଟେସନ୍ ରୁ ରେଳ ବାହାରିବା ବେଳେ ରେଳ ଧାରଣା ରେ ଏକ ଯୁବକଙ୍କ ମୁଣ୍ଡ କଟି ମୃତ୍ୟୁ ହୋଇଛି l ଘଟଣା ସ୍ତଳ ରେ ରେଲୱେ ପୋଲିସ ପହଂଚି ଜୁନାଗଡ ଷ୍ଟେସନ୍ ମାଷ୍ଟର କୁ ଖବର ଦେଇଥିଲେ l ଷ୍ଟେସନ୍ ମାଷ୍ଟର ସଙ୍ଗେ ସଙ୍ଗେ ଜିଆରପି କୁ ଖବର ଦେଇଥିଲେ l ଖବର ଲେଖାହେବା ପର୍ଯ୍ୟନ୍ତ ଯୁବକ ର ପରିଚୟ ମିଳିନଥିଲା l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରାଉରକେଲା ରେ ଆର୍ଟ ଅଫ ଗିଭିଙ୍ଗ ଡେ ପାଳନ

ଧରାକୋଟ ରେ ମହିଳା ଦିବସ ପାଳନ 

masiha

ଗୁଣପୁର ଓକିଲ ସଂଘ ପକ୍ଷରୁ ଓକିଲ ଦିବସ ପାଳିତ  ମଧୁବାବୁଙ୍କୁ ଭାରତରତ୍ନ ଦେବାକୁ ପ୍ରସ୍ତାବ 

masiha

Leave a Comment

error: Content is protected !!