ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ତିରିଂ ଥାନା! ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର 

ତିରିଂ ଥାନା! ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର 

ମୟୂରଭଞ୍ଜ – ୨୬/୦୫ —  ମୟୂରଭଞ୍ଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ସିଆଜାଙ୍ଗ ଗ୍ରାମରେ ନା ବାଳିକା ଝିଅର ମୃତଦେହ ପୋଲିସ ଦ୍ବାରା ଉଦ୍ଧାର । ସୂଚନାଯୋଗ୍ୟ ସିଆଜାଙ୍ଗ ଗ୍ରାମର ଖେଲାରାମ ଟୁଡୁଙ୍କ ୧୪ ବର୍ଷିୟା ଝିଅ ପାଉଁରା ଟୁଡୁ (୧୪) ମାନସିକ ଭାରସାମ୍ୟ ହରାଇ ଘର ଭିତରେ ଓଢଣୀରେ ଫାଶି ଲଗାଇ ଝୁଲି ଯାଇଥିଲେ । ପୋଲିସ ମୃତକଙ୍କୁ ଉଦ୍ଧାର କରିଛି ।ବାଳିକା ଜଣକ ବଡ଼ ଡାଳିମା ପାର୍ବତୀ ଉଚ୍ଚ ବାଳିକା ବିଦ୍ୟାଳୟର ୯ ମ ଶ୍ରେଣୀ ଛାତ୍ରୀ । ଗାଁ ରେ ଶୋକରେ ଛାୟା ଖେଳିଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଜାଲ ସାର୍ଟିଫିକେଟ ଚାକିରୀ କରୁଥିବାର ଶିକ୍ଷ୍ୟକଙ୍କ ଖବର ପ୍ରସାରଣ ପରେ ସାମ୍ବାଦିକ ଙ୍କୁ ଧମକ ,ସାମ୍ବାଦିକ ପକ୍ଷରୁ ଜୁନାଗଡ ଥାନା ରେ ଏତଲା

Sunil Chandra Nayak

ଜଳବନ୍ଦୀ ଅଞ୍ଚଳରେ ରାସ୍ତା କାମ କୁ ନେଇ ଗୋଷ୍ଠି ସଂଘର୍ଷ ଗ୍ରାମ୍ୟ ବାତାବରଣ ଦୁଷିତ :ଫାଙ୍କା ଗୁଳି ଚାଳନା ଅଭିଯୋଗ

ନୂଆପଡ଼ା ଅବକାରୀ ବିଭାଗର ଚଢ଼ାଉ : ୧୬ କିଲୋଗ୍ରାମ ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ

Sunil Chandra Nayak

Leave a Comment

error: Content is protected !!