ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଶିବ ମନ୍ଦିରରୁ ଚୋରି

ଶିବ ମନ୍ଦିରରୁ ଚୋରି

 ବସ୍ତା,18/02 :ବସ୍ତା ବ୍ଲକ ଦରଡା ପଞ୍ଚାୟତ ଦରଡା ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରୀରେ ଚୋରି ହୋଇଛି ।ସୂଚନାରୁ ଯଣାପଡିଛି ବିଳମ୍ବିତ ରାତି ମନ୍ଦିର ଭିତରେ ପଶି ସମସ୍ତ ଗହଣା ଘଣ୍ଟା ଠାକୁରଙ୍କ ବିଭିନ୍ନ ସାମଗ୍ରୀ ଓ ମାଇକ ମେସିନ,ଚୋରି ହୋଇ ଯାଇଛି ।ପ୍ରକାଶ ଥାଉକି ଆଜକୁ କିଛି ଦିନ ତଳେ ଦୂବୃତ ମାନେ ଚୋରି କରିଥିଲେ । ଏନେଇ ମନ୍ଦିର ସଭାପତି ତପନ କୁମାର ବିଶ୍ୱାଳ ସମ୍ପାଦକ ବିନୋଦ କୁମାର ଦାସ ଦିଲ୍ଲୀପ କୁମାର ନାୟକ ପ୍ରଭାକର ବିଶ୍ୱାଳ ଗୌତମ ଦାସ ରବୀନ୍ଦ୍ର ଦାସ ପ୍ରମୁଖ ବସ୍ତା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ରବିବାର ମଧ୍ୟାହ୍ନ ସମୟରେ ପୁଲିସ ତଦନ୍ତ ଜାରି ରଖିଛନ୍ତି |

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

Big breaking –  ମାଓବାଦୀ ଙ୍କ ତାଣ୍ଡବ ,ଜାଳି ଦେଲେ ଜେସିପି

masiha

ଯୁବକର ସନ୍ଦେହ ଜନକ ମୃତ୍ୟୁ, ତଦନ୍ତ ଦାବୀ କଲେ ସମାଜସେବୀ

ବିଶୋଇ ଅଂଚଳରେ ଟ୍ରାନ୍ସଫର୍ମର ତାର ଚୋରୀ ମାମଲାର ପର୍ଦ୍ଦାଫାଶ ନେଇ ଏସଡିପିଓଙ୍କ ସାମ୍ବାଦିକ ସମ୍ମିଳନୀ

Leave a Comment

error: Content is protected !!