ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ତହସିଲ ରେ ନୂତନ ତହସିଲଦାର ଙ୍କ ଯୋଗଦାନ 

ଡାବୁଗାଁ ତହସିଲ ରେ ନୂତନ ତହସିଲଦାର ଙ୍କ ଯୋଗଦାନ 

ଡାବୁଗାଁ, ୨/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ତହସିଲ କାର୍ଯ୍ୟ|ଳୟରେ ନୂତନ ତହସିଲଦାର ଭାବେ ଗୀତା ମୁର୍ମୁ ସୋମବାର ଯୋଗଦାନ କରିଛନ୍ତି | ସେ ପୂର୍ବରୁ ବାଲେଶ୍ଵର ଜିଲା ଜିଲାପାଳ ଙ୍କ କାର୍ଯ୍ୟ|ଳୟରେ ଡେପୁଟି ଜିଲାପାଳ ଭାବେ କାର୍ଯ୍ୟ କରୁଥିଲେ | ପୂର୍ବତନ ତହସିଲଦାର ହରିଓମ ଭୋଇ ତାଲିମ ପାଇଁ ଭୁବନେଶ୍ଵର ଯିବା ପରେ ଉକ୍ତ ପଦବୀ ଖାଲି ପଡିଥିଲା | ବର୍ତ୍ତମାନ ପୂର୍ବତନ ତହସିଲଦାର ହରିଓମ ଭୋଇଙ୍କର ସମ୍ବଲପୁର ମହାନଗର ନିଗମ ର ଡେପୁଟି କମିଶନର ଭାବେ ନିଯୁକ୍ତି ହୋଇଥିବା ସୂଚନା ମିଳିଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାୟଗଡ଼ା ବ୍ଳକ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱର୍କରସ ଆସୋସିଏସନ୍ ର ବୈଠକ

masiha

ଇସ୍ପାତ ନଗରୀ ରାଉରକେଲାରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ .

Sunil Chandra Nayak

ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ସକାଶେ ସାମ୍ବାଦିକ ସମ୍ମିଳନୀ

masiha

Leave a Comment

error: Content is protected !!