ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇ.ଆଇ.ସି.ତରଫରୁ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ 

ଇ.ଆଇ.ସି.ତରଫରୁ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ 

ନବରଙ୍ଗପୁର:(୮|୬)(ରବି ନାରାୟଣ ମହାନ୍ତି)ସଡ଼କ ସୁରକ୍ଷା କରୁଥିବାର ଏହି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ରେ ନିକଟରେ… ସଡ଼କ ସୁରକ୍ଷା ଜୀବନ ରକ୍ଷା , ଦୂତଗତି ମହାବିପତି, ହେଲମେଣ୍ଟ ପିନ୍ଧନ୍ତୁ ମୂଲ୍ୟବାନ ଜୀବନ ପ୍ରତି ସଚେତନ ହୁଅନ୍ତୁ , ଦୁଇଚକିଆ ଗାଡ଼ିରେ ଦୁଇଜଣରୁ ଅଧିକ ବସନ୍ତୁ ନାହି,. ଚାରିଛକିଆ ଗାଡ଼ି ଚଳାଇବା ବେଳେ ସିଟ ବେଲ୍ଟ ବ୍ୟବହାର କରନ୍ତୁ , ଗାଡ଼ିର ସଂପୃକ୍ତ କାଗଜପତ୍ର ନିଜ ପାଖରେ ରଖନ୍ତୁ, ଗାଡ଼ିର ହେଡ ଲାଇଟ ସବୁବେଳେ ଠିକ ରଖନ୍ତୁ , ମଦ୍ୟପାନ କରି ମୋବାଇଲ ଧରି କିମ୍ବା ଅନ୍ୟ ମନସ୍କ ହୋଇ ଗାଡ଼ି ଚଲାନ୍ତୁ ନାହି, ଆଗ ଗାଡିଠାରୁ ପଚିଶ ପୁଟ ଦୂରରେ ରୁହନ୍ତୁ, ଗାଡ଼ିର ଗତି ଚାଳିଶ ରୁ ଅଧିକ ରଖନ୍ତୁ ନାହି, ଗୋରୁ ଗାଈ ଛୋଟ ପିଲା ଓ ପାଗଳଲୋକ ରାସ୍ତାରେ ବୁଲୁଥିବା ବେଳେ ସଜାଗ ରୁହନ୍ତୁ, ଦୁଇ ଚକିୟା ଗାଡି ରେ ଦୁଇ ଜଣ ବସିଲେ ଦୁଇ ଜଣ ହେଲମେଣ୍ଟ ବ୍ୟବହାର କରନ୍ତୁ , ମୂଲ୍ୟବାନ ଜୀବନ ହି ସମ୍ପତି ଅଟେ ଏବଂ ସମସ୍ତେ ସଚେତନ ହୁଅନ୍ତୁ ଏବଂ ପରିବାର ସହ ଖୁସିରେ ଜୀବନ ବଂଚିବା ବୋଲି ଭୁବନେଶ୍ୱର ରୁ ଆସିଥିବା ଇ ଆଇ ସି ର ମୁଖ୍ୟ ଶ୍ରୀ ଚକ୍ରଧର ମହାରଣା କୋଷାଗୁମୁଡା ରେ ଆସି ଅନେକ ଗାଡି ଚାଳକ ଙ୍କୁ ଫୁଲ ଉପହାର ଦେଇ ହେଲମେଣ୍ଟ ପିନ୍ଧନ୍ତୁ ଏବଂ ସିଟ ବେଲ୍ଟ ପିନ୍ଧନ୍ତୁ ଏବଂ ପରିବାର ସହ ଖୁସିରେ ଜୀବନ କାଟନ୍ତୁ ବୋଲି କୋଷାଗୁମୁଡା ବ୍ଲକ ରେ ସଚେତନତା କରାଇଥିଲେ !

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କୁମାର ମ୍ୟୁଜିକ ପକ୍ଷରୁ ମହମ୍ମଦ ରଫି ମେଲୋଡି ଅନୁଷ୍ଠିତ

Sunil Chandra Nayak

ଵହଳଦା ଥାନା ! ଅଂଶୁଘାତରେ ଟଳି ପଡିଲେ ସାଇକେଲ ଆରୋହୀ ଯୁବକ 

୧- ବାରିକ ସମାଜର ବାର୍ଷିକ ମହୋତ୍ସବ, ୨- ଧରାକୋଟ ବ୍ଲକରେ ଯୋଗ ଶିବିର

Sunil Chandra Nayak

Leave a Comment

error: Content is protected !!