ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କକାହାଣ୍ଡି ପାଇଁ -ରବିଶଙ୍କର ସୁନାନୀ ଙ୍କୁ ସଭାପତି ଏବଂ ପଟୱାନ୍ତ ସିଂ ଙ୍କୁ ଜର୍ଯ୍ୟକାରୀ ସଭାପତି ଭାବେ ମନୋନୀତ

କକାହାଣ୍ଡି ପାଇଁ -ରବିଶଙ୍କର ସୁନାନୀ ଙ୍କୁ ସଭାପତି ଏବଂ ପଟୱାନ୍ତ ସିଂ ଙ୍କୁ ଜର୍ଯ୍ୟକାରୀ ସଭାପତି ଭାବେ ମନୋନୀତ 

ଜୁନାଗଡ଼,୧୩/୬(ମନୀସ) ଭୁବନେଶ୍ୱରସ୍ଥିତ ଜୟଦେବ ବିହାର ନିକକସ୍ଥ କ୍ରାଉନ ହୋଟେଲ ନିକଟ ରେ ଥିବା ans news କାର୍ଯାଳୟ ଠlରେ ଓଡିଶା ଡିଜିଟାଲ ମିଡ଼ିଆ ଏସୋସିଏସନ ପକ୍ଷରୁ ଏକ ରାଜ୍ୟ ସ୍ଥରୀୟ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଓଡିଶା ଡିଜିଟାଲ ମିଡ଼ିଆ ଏସୋସିଏସନ ର ରାଜ୍ୟ ସଭାପତି ରୁଷାର ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଓଡିଶା ର ପ୍ରତ୍ୟେକ ଜିଲ୍ଲାର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ର ସମସ୍ତ ଜିଲ୍ଲା ରେ ସଭ୍ୟ ସଂଗ୍ରହ ଅଭିଯାନ, ସାମ୍ବାଦିକ ମାନଙ୍କ ସୁରକ୍ଷା ଅଭିଯାନ, ପେନସନ ଏବଂ ସାମ୍ବାଦିକ ମାନଙ୍କ ସ୍ୱାର୍ଥ ସମ୍ବନ୍ଧିତ କିଛି ଗୁରୁତ୍ୱପୂର୍ଣ ଆଲୋଚନା କରାଯାଇଥିଲା l ଏହା ସହିତ କଳାହାଣ୍ଡି ଜିଲ୍ଲା ଡିଜିଟାଲ ମିଡ଼ିଆ ଏସୋସିଏସନ ର ସଭାପତି ଭାବରେ ରବିଶଙ୍କର ସୁନାନୀ ଙ୍କୁ ମନୋନୀତ କରାଯାଇ ଥିବା ବେଳେ ପଟ ୱନ୍ତ ସିଂ ଙ୍କୁ କାର୍ଯକାରୀ ସଭାପତି ଭାବେ ମନୋନୀତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଓଡିଶା ର ସମସ୍ତ ଜିଲ୍ଲା ର ପ୍ରମୁଖ ସଦସ୍ୟ ଉପସ୍ଥିତ ରହିଥିବା ବେଳେ କଳାହାଣ୍ଡି ରୁ ବାଲେଶ୍ୱର ସୁନାନୀ, ପୂର୍ଣ୍ଣ ପାଣିଗ୍ରାହୀ, ଦୁର୍ଯ୍ୟୋଧନ ମାଝୀ, ତ୍ରିଲୋକୟନାଥ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

 

Related posts

ଛାତ୍ରଙ୍କ ଆଖିରେ ଅଠା ପକାଇଦେବା ଘଟଣାରେ ପ୍ରଧାନ ଶିକ୍ଷକ ନିଲମ୍ବିତ

Sunil Chandra Nayak

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ମେଧାବୀ ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!