ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର୍ତ୍ତିକ ପୂର୍ଣ୍ଣିମା ନିମନ୍ତେ ଏକ ପ୍ରସ୍ତୁତି ବୈଠକ 

କାର୍ତ୍ତିକ ପୂର୍ଣ୍ଣିମା ନିମନ୍ତେ ଏକ ପ୍ରସ୍ତୁତି ବୈଠକ 

ନବରଙ୍ଗପୁର:(୧୧|୧୧)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ନବରଙ୍ଗପୁର ଜିଲା ପ୍ରସିଦ୍ଧ କେଲିଆ ବାବା ଝାଡେଶ୍ୱର ଶୈବପୀଠ ପରିସରରେ ତା ୨୪|୧୧|୨୦୨୬ରେ କାର୍ତ୍ତିକ ପୂର୍ଣ୍ଣିମାରେ ଉକ୍ତ ପିଠରେ ଭକ୍ତବୃନ୍ଦଙ୍କ ଭିଡ ହେବାକୁ ଥିବା ନେଇ ଶାନ୍ତି ଶୃଙ୍ଖଳାରେ ଭକ୍ତବୃନ୍ଦ ଦର୍ଶନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଜି.ସାଇରାଜୁ, ଦେବରାଜ ପାତ୍ର, ଭଗବାନ ମହାନ୍ତି, ସୁରେନ୍ଦ୍ର କୁମାର ମିଶ୍ର, ଡାବୁଗାଁ ରାଜସ୍ଵ ନିରୀକ୍ଷକ, ଡାବୁଗାଁ ପୋଲିସ ପ୍ରଶାସନ, ଅଗ୍ନିଶମ ବିଭାଗ,ଚଚରାଗୁଡା ପୂର୍ବତନ ସରପଞ୍ଚ ଧର୍ମାନନ୍ଦ ନାୟକ, ଡାବୁଗାଁ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ଯ ବଇଁଶିଧର ମାଝୀ, ଭାଗୀରଥୀ ମାଝୀ, ମୋହନ ସିଂ ଗଣ୍ଡ, ନରସିଂ ମାଝୀ, ତ୍ରିନାଥ ଗୌଡ, ଭଗବାନ ମାଝୀ, ରୂପୁ ଭତ୍ରl, ଉତ୍ତମ ପ୍ରଧାନ, ଜୟ ମାଝୀ, ପଦମ ମାଝୀ ପ୍ରମୁଖ ଅନ୍ୟମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାରେ ଯେପରି ଭକ୍ତବୃନ୍ଦ ଦର୍ଶନ କରି ପାରିବେ ସେ ନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବା ସହ ବିଭିନ୍ନ ଦାୟିତ୍ଵ ବଣ୍ଟନ କରାଯାଇଥିଲା l

Related posts

ତିନୋଟି ସନ୍ତାନ ଥାଇ ସରପଞ୍ଚ ହୋଇଥିବାରୁ ପଦ ରୋଦ୍ଧ କଲେ କୋରାପୁଟ ଜିଲ୍ଲା ପାଳ ଭି କିର୍ତ୍ତୀବାସନ 

masiha

କାଶିବାହାଲ ଓ ମାଝିଗୁଡା ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ

masiha

ଆଦିବାସୀ ନୃତ୍ୟ ସଙ୍ଗୀତ ଡଙ୍ଗର ମହୋତ୍ସବ ୨୦୨୩ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!