ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସାନବଡଗୋପାଳପୁରସ୍ଥିତ ବିଜେପି କାର୍ଯ୍ୟାଳୟରେ ବି ଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ

ସାନବଡଗୋପାଳପୁରସ୍ଥିତ ବିଜେପି କାର୍ଯ୍ୟାଳୟରେ ବି ଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ସାନବଡଗୋପାଳପୁରସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଜେପି ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ଯୁବନେ ନେତା ବିକ୍ରମ ବାରିକଙ୍କ ସଂଯୋଜନା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶଶାଙ୍କ ଶେଖରକୁମାର ବେହେରା, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀଧର ପ୍ରଧାନ ଯୋଗଦେଇ ବିଜେଡି ଓ କଂଗ୍ରେସ ଦଳ ତ୍ୟାଗକରି ବିଜେପିରେ ଯୋଗଦେଇଥିବା ନେତା ଓ କର୍ମୀମାନଙ୍କୁ ଟୋପି ଓ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ । 

ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହାତିନା, ଡେରା, କଣ୍ଡିରା, କେରେଡାଗଡ଼ ଗ୍ରାମ ପଞ୍ଚାୟତର ଶତାଧିକ ବିଜେଡି କର୍ମୀ ଆଜି ବିଜେଡି ପରିତ୍ୟାଗ କରି ବିଧିବଦ୍ଧ ଭାବେ ବିଜେପି ରାଜନଗର ନିର୍ବାଚନ ମଣ୍ଡଳୀ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ ଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦାନ କଲେ। ସମସ୍ତ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ମୁଁ ବିଜେପି ପରିବାରକୁ ସ୍ୱାଗତ କରାଯାଇଥିଲା!

ଏହି ମିଶ୍ରଣପର୍ବରେ ସୁକଦେବ ପର୍ବରେ ପ୍ରାକ୍ତନ ସମିତି ସଭ୍ୟ ଦେବ ଭଦ୍ର, ପୂର୍ବତନ ନାଏବ ସରପଞ୍ଚ ଗୁରୁଚରଣ ପରିଡା, ୱାର୍ଡସଭ୍ଯ । ସେଠୀ, ବିଜେପି ନେତା ଲଳିତ ସୁକଦେବ ବାରିକ, ମାନଗୋବିନ୍ଦ ସ୍ଵାଇଁ, ଅନାଦୀ ରାଉତ, ବିଶ୍ବନାଥ ଦାସ, ଅଜାମ୍ବର ଜେନା, ଅଭିମନ୍ୟୁ ନାୟକ, ରବିନ୍ଦ୍ର ରାଉତ, ଜୟରାମ ସ୍ବାଇଁ, ପ୍ରମୋ ମୋଦ ରାଉତ, ମୀର ସାମଲ, ମଳୟ ରାଉତ, ବିଜୟ ସାହୁ ପ୍ରମୁଖ ପ୍ରାୟ ୪୫ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ନେତୃମଣ୍ଡଳୀ ଦଳରେ ସାମିଲ କରିଥିଲେ ଲେ । ଏହି କାର୍ଯ୍ୟକ୍ରମରେ ବିଜେପି ନେତା ମିଟୁମନୋଜ ନାୟକ, ଅମର ରାଉତ, ଅଜୟ ଲେଙ୍କା, ନିମାଇଁ ରାଉତ ବୁଦ୍ଧଦେବ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାକ୍ତନ ମଣ୍ଡଳ ସଭାପତି ଧୂରେନ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ ।

କେନ୍ଦ୍ରାପଡ଼ା ରୂ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ଶୈଖିକ ବାତାବରଣକୁ ନଷ୍ଟ କରୁଛି ଏଭିବିପି 

masiha

ପ୍ରାଥମିକ ସଦସ୍ୟ ରୁ ଇସ୍ତାଫା ଦେଲେ ବରିଷ୍ଠ ବିଜେଡି ନେତା ପର୍ଶୁରାମ ପ୍ରଧାନୀ

masiha

ରାଜ୍ୟରେ ନାରୀ ନିର୍ଯାତନା ବିରୁଦ୍ଧରେ କଂଗ୍ରେସ ର କେଣ୍ଡେଲ ଶୋଭାଯାତ୍ରା 

masiha

Leave a Comment

error: Content is protected !!