ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ମାରଓ୍ବାଡି ଯୁବମୋର୍ଚ୍ଚା ତରଫରୁ ପ୍ରତିମାସ ଅମାବାସ୍ୟାରେ ଅନ୍ନ ସେବା ଵଣ୍ଟନ

ରାଇରଙ୍ଗପୁର ମାରଓ୍ବାଡି ଯୁବମୋର୍ଚ୍ଚା ତରଫରୁ ପ୍ରତିମାସ ଅମାବାସ୍ୟାରେ ଅନ୍ନ ସେବା ଵଣ୍ଟନ

 ମୟୂରଭଂଜ- ୨୪/୦୭ — ରାଇରଙ୍ଗପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ’ ମାରଓ୍ବାଡି ଯୁବମୋର୍ଚା’ ତରଫରୁ ପ୍ରତିମାସ ଅମାବାସ୍ୟାରେ ସ୍ଥାନୀୟ ଗୋଲେଇ ଛକରେ ପଥିକମାନଙ୍କ ପାଇଁ ଅନ୍ନପ୍ରସାଦ ସେବା ବଣ୍ଟନ କରାଯାଉଛି ।ଦିର୍ଘ ୩୧ ମାସ ହେଲା ଏହି ଅନ୍ନପ୍ରସାଦ ସେବା କାର୍ଯ୍ୟକ୍ରମ ଚାଲିବ ଆସୁଅଛି ।ଆସ୍ଥା ଓ ବିଶ୍ବାସ ଅଛି ଅନ୍ନ ଦାନ ମହାପୂଣ୍ଯ ।ବିଶେଷ କରି ଅମାବାସ୍ୟା ଏବଂ ପୂର୍ଣ୍ଣିମାରେ ଦୁଃଖୀ,ରଙ୍କୀ,ପଥିକମାନଙ୍କୁ ଅନ୍ୟାନ୍ୟ କଲେ ସତ ତୀର୍ଥଯାତ୍ରୀ ଫଳ ସହିତ ସମାନ । ଆଜି ପୁଣି ପବିତ୍ର ଚିତାଉ ଅମାବାସ୍ୟା ।ମାରଓ୍ଵାଡି ଯୁବମୋର୍ଚ୍ଚା ର ଯୁବ ସମାଜସେବୀ ଗୌରବ ଅଗ୍ରଓ୍ବାଲ,କ୍ରୀଷ୍ଣା ଵେରିଆ,ସୌରଭ ମୁରର୍କା,ଶିବ ଶଙ୍କର ଭୂତ,ରାହୁଲ ଅଗ୍ରଓ୍ଵାଲ ଏବଂ ଅନ୍ୟ ସଦସ୍ୟ ବୃନ୍ଦ ଏହି ମହତ କାର୍ଯ୍ୟକ୍ରମକୁ ଆଗେଇ ନେଉଛନ୍ତି

 ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳମସିହା ନିଉଜ

Related posts

ଶାନ୍ତିବନ ଠାରେ ବିଶ୍ୱ ପରିବେଶ ଦିବସ ପାଳିତ 

ବନ୍ଧୁଗାଁ ବ୍ଲକରେ ଶିକ୍ଷା ବ୍ୟବସ୍ଥା ଭୁସିଡ଼ି ପଡିଛି

Sunil Chandra Nayak

“ଅସାଧୁ ଅଫିସରର ବେଳା ଖରାପ-ନିର୍ଦ୍ଧେଶକ” ଅଭାବୀ ଆଉଟସୋର୍ସଙ୍କ ପାଇଁ ବର୍ଦ୍ଦାନ ସାଜିବେ ରୋହିତ କୁମାର

masiha

Leave a Comment

error: Content is protected !!