ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗ୍ନିଶମ ବାହିନୀ ଦ୍ଵାରା କୂଅରୁ ଷଣ୍ଢ ଉଦ୍ଧାର

ଅଗ୍ନିଶମ ବାହିନୀ ଦ୍ଵାରା କୂଅରୁ ଷଣ୍ଢ ଉଦ୍ଧାର

ଆସିକା ,30/3/2 // ଧରାକୋଟ ବ୍ଲକର ଜଗମୋହନ ପଞ୍ଚାୟତ ର ପୁଟୁ ଗ୍ରାମର ଅରବିନ୍ଦ ବେହେରାଙ୍କ ବାରିପଟ କୂଅ ଭିତରେ ପଡ଼ିଥିବା ଏକ ଷଣ୍ଢ କୁ ଧରାକୋଟ ଅଗ୍ନିଶମ ବାହିନୀର କର୍ମଚାରୀ ପବିତ୍ର ବେହେରା, ଦୁଷ୍ମନ୍ତ ପ୍ରଧାନ, ଯୁଧିଷ୍ଟିର ମାଝି,କୃଷ୍ଣ ଚନ୍ଦ୍ର ପ୍ରଧାନ,ଯୁଗଳ ଦିଗାଲ ଓ ହାବିଲଦାର ଜଗନ୍ନାଥ ପଣ୍ଡା ପ୍ରମୁଖ ତିନି ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ କରି ଷଣ୍ଢ କୁ କୂଅ ଭିତରୁ ଉଦ୍ଧାର କରିଥିଲେ । ଆଜି ମଧ୍ୟାହ୍ନ ରେ ଅଚାନକ ଦୁଇଟି ଷଣ୍ଢ ପରସ୍ପର ମଧ୍ୟରେ ସଂଘର୍ଷ ଲାଗିବା ପରେ ସେଥି ମଧ୍ୟରୁ ଗୋଟିଏ ଷଣ୍ଢ ର ଆକ୍ରମଣ ରେ ଅନ୍ୟଟି ଗୁରୁତର ଆହତ ହୋଇ କୂଅରେ ପଡ଼ି ଯାଇଥିଲା ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ମହାସମାରୋହ ରେ ପାଳିତ

masiha

ମୋ ସ୍କୁଲ ଅଭିଯାନ,ଢେଙ୍କାନାଳ ଜିଲ୍ଲା ସ୍ତରୀୟ ପୁରାତନ ଛାତ୍ରୀ ଛାତ୍ର ସମ୍ମିଳନୀ ଓ ଫୋଟୋ ପ୍ରଦର୍ଶନୀ -୨୦୨୩ ଅନୁଷ୍ଠିତ 

Sunil Chandra Nayak

ଲାଞ୍ଜିଗଡ଼ ମୁଣ୍ଡାଗାଁରେ ପଞ୍ଚାୟତ ସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

Leave a Comment

error: Content is protected !!