ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଥାନାଧିକାରୀଙ୍କୁ ଭେଟିଲେ କଲମପୁର ବିଜେପି ପ୍ରତିନିଧି ମଣ୍ଡଳୀ

ନୂତନ ଥାନାଧିକାରୀଙ୍କୁ ଭେଟିଲେ କଲମପୁର ବିଜେପି ପ୍ରତିନିଧି ମଣ୍ଡଳୀ

କଲମପୁର -୨୬/୭(ମସିହା ) କଳାହାଣ୍ଡି ଜିଲ୍ଲା କଲମପୁର ଥାନାରେ ବିଶ୍ବମ୍ବର କହଁର ନୂତନ ଥାନାଧିକାରୀ ଭାବେ ଯୋଗଦାନ କରିଛନ୍ତି, ତାଙ୍କୁ କଲମପୁର ଅଞ୍ଚଳର ବିଭିନ୍ନ ପ୍ରତିନିଧି ମଣ୍ଡଳୀ ସାକ୍ଷାତ କରି ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରୁଛନ୍ତି,ଏ ପରିପ୍ରେକ୍ଷୀରେ କଲମପୁର ବ୍ଲକ ବିଜେପି ପ୍ରତିନିଧି ମଣ୍ଡଳୀ ଯାଇ ନୂତନ ଥାନାଧିକାରୀ ଶ୍ରୀ କହଁରଙ୍କୁ ଭେଟିଛନ୍ତି, ଏଥିରେ କଲମପୁର ବିଧାୟକ ପ୍ରତିନିଧି ଶ୍ରୀ ସୁଶାନ୍ତ ରାଉତ , କଳମପୁର ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶ୍ରୀ ଘନଶ୍ୟାମ ନାଏକ,ଶ୍ରୀ ଚେରୁ ନାଏକ,ଶ୍ରୀ ସୁଶିଲ ଜୈନ,ଶ୍ରୀ ପିଣ୍ଟୁ ବେହେରା,ଶ୍ରୀ ବିଜୟ ପଣ୍ଡା, ଶ୍ରୀ ଦିବ୍ୟରଞ୍ଜନ ପଣ୍ଡା,ଶ୍ରୀ କମଲ ବାଗ,ଶ୍ରୀ ସୁଶିଲ ପତି, ଶ୍ରୀ ମୁକୁନ୍ଦ ତେଣ୍ଡକାରି,ଶ୍ରୀ ହରେକୃଷ୍ଣ ସାହୁ,ଶ୍ରୀ ଶିବାଜୀ ଚିନ୍ଦା ,ଶ୍ରୀ ଟୁନା ପତି ପ୍ରମୁଖ ଥାନାଧିକାରୀ ଶ୍ରୀ କହଁରଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ! 

କଳାହାଣ୍ଡି ଜିଲ୍ଲା ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ହୋ ହାଲ୍ଲାରେ ସରିଲା ବାଲିକୁଟି ପଞ୍ଚାୟତର ସାମାଜିକ ସମୀକ୍ଷା ଗ୍ରାମସଭା

Sunil Chandra Nayak

ବ୍ଳକ ସ୍ତରୀୟ ବିଦ୍ୟାଳୟ ସମୂହ ଖେଳ ଓ ଦୌଡକୁଦ ପ୍ରତିଯୋଗୀତା ଉଦଘାଟିତ 

Sunil Chandra Nayak

ବିପର୍ଯ୍ୟସ୍ତ ଅବସ୍ଥାରେ ପଡି ରହିଛି କୋଷାଗୁମୁଡା ବ୍ଲକ ସଦର ମହକୁମା! ମୋଦି ଜି ଙ୍କ ସ୍ୱଚ୍ଛ ଭାରତ ସ୍ବପ୍ନ ସାକାର ହେବ ବା କେବେ ?

masiha

Leave a Comment

error: Content is protected !!