ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଗାଣ ବର୍ଷା ଯୋଗୁଁ କୋଇଡା ବିଦ୍ୟୁତ୍ କାର୍ଯ୍ୟାଳୟରେ ଆଣ୍ଠୁଏ ପାଣି

ଲଗାଣ ବର୍ଷା ଯୋଗୁଁ କୋଇଡା ବିଦ୍ୟୁତ୍ କାର୍ଯ୍ୟାଳୟରେ ଆଣ୍ଠୁଏ ପାଣି

କୋଇଡା – ୨୬/୦୭ — ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କୋଇଡା ଅଂଚଳ ଉବୁଟୁବୁ ।ଚାରିଆଡେ ଜଳମୟ ।ରାସ୍ତା,ଘାଟ,ସରକାରୀ କାର୍ଯ୍ୟାଳୟ,ଵେ ସରକାରୀ କାର୍ଯ୍ୟାଳୟ ସବୁଆଡେ ପାଣି ।କୋଇଡା ଵ୍ଳକରଜ ଥିବା ବିଦ୍ୟୁତ କାର୍ଯ୍ୟାଳୟ ଅଫିସ ଘରେ ଆଣ୍ଠୁରେ ଉପରକୁ ଟାଣି ।ଅଫିସ କାଗଜ ପତ୍ର ଆସବାବ ପତ୍ର,ଆଲମିରା ପାଣିରେ ଅଧାବୁଡା ଅବସ୍ଥାରେ ।ଅଫିସ କାଗଜ ପତ୍ରକୁ ସୁରକ୍ଷା କରିବାକୁ ଯାଇ କର୍ମଚାରୀ ହନ୍ତସନ୍ତ ।

କୋଇଡା ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ପୂର୍ବତନ ପ୍ରଧାନ ଶିକ୍ଷକ ସୋଭାନ ଖାନଙ୍କ ଦେହାନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଭୀର ଶୋକ 

masiha

ସଦଭାବନା ବୈଠକ ଅନୁଷ୍ଠିତ

masiha

ଏପଟେ ଘନଘନ ବିଦ୍ୟୁତ୍‌କାଟ୍‌ ହେଉଥିବା ବେଳେ ସେପଟେ ଦିନରେ ଜଳୁଛି ଷ୍ଟ୍ରିଟ୍‌ ଲାଇଟ୍‌

masiha

Leave a Comment

error: Content is protected !!