ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଟକ ସଦର କମାପୁର ମାଟିରେ ରଜ ମହୋତ୍ସଵ – ୨୦୨୬ ପାଳିତ 

କଟକ ସଦର କମାପୁର ମାଟିରେ ରଜ ମହୋତ୍ସଵ – ୨୦୨୬ ପାଳିତ 

କଟକ: କଟକ ସଦର କନ୍ଦରପୁର ଗ୍ରାମ ପଞ୍ଚାୟତର କମାପୁର ଗ୍ରାମରେ ରଜ ମହୋତ୍ସବ ପାଳିତ ହୋଇଯାଇଛି । ମହୋତ୍ସବରେ ଅତିଥି ଭାବେ ୫ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ସମାଜସେବୀ ତଥା ରାଜନୀତିଜ୍ଞ ପ୍ରଦୀପ୍ତ କୁମାର ମହାଳୀ,ବିଜେପି କନ୍ଦରପୁର ମଣ୍ଡଳ ସଭାପତି ସମାଜସେବୀ ନିରଞ୍ଜନ ରାଉଳ,ଉପ ସଭାପତି ସନ୍ତୋଷ ସାହୁ,ସଂଯୋଜକ ବିନୋଦ ପତି,ଯୁବ ମୋର୍ଚ୍ଚା ସୁମନ ଜେନା,ସାଗର ବେହେରା,ପବିତ୍ର ବେହେରା ପ୍ରମୁଖ ଯୋଗଦାନ କରିଥିଲେ । ପ୍ରତି ବର୍ଷ ଏହି ଭଳି ମହତ୍ କାର୍ଯ୍ୟ ପାଳିତ ହୋଇ ଓଡ଼ିଶା ଗଣପର୍ବ ରଜ ସଂସ୍କୃତି ତଥା ଓଡ଼ିଆ ଅସ୍ମିତା ଉଜ୍ଜୀବିତ ରହିବା ନେଇ ବ୍ୟାଖ୍ୟା କରାଯାଇଥିଲା ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

କୌଶିକ ବାବା ଡିଗ୍ରୀ କଲେଜରେ ସ୍ୱାଗତ ସମାରୋହ

Sunil Chandra Nayak

ଚିଚୈଗୁଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡସ୍ ସଚେତନତା ଓ ସ୍ବେଛାକୃତ ରକ୍ତଦାନ ପ୍ରୋତ୍ସାହନ କାର୍ଯ୍ୟକ୍ରମ 

masiha

ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍‌ସ) ବିଜେତାମାନଙ୍କ ଇସ୍ରୋ ପରିଭ୍ରମଣ

Leave a Comment

error: Content is protected !!