ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଜିଲ୍ଲାପାଳ ଡାଃ ମହେଶ୍ଵର ସ୍ଵାଇଁଙ୍କ ଯୋଗଦାନ: ନବରଙ୍ଗପୁର ଜିଲ୍ଲାରେ ଖୁସିର ମାହୋଲ 

ନୂତନ ଜିଲ୍ଲାପାଳ ଡାଃ ମହେଶ୍ଵର ସ୍ଵାଇଁଙ୍କ ଯୋଗଦାନ: ନବରଙ୍ଗପୁର ଜିଲ୍ଲାରେ ଖୁସିର ମାହୋଲ 

ନବରଙ୍ଗପୁର:(୨୭|୭)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲାପାଳ ଭାବେ ଡାଃ ଶୁଭଙ୍କର ମହାପାତ୍ର ରହିଥିବା ବେଳେ ସରକାରଙ୍କ ଦ୍ଵାରା ଆଇ ଏ ଏସ୍ ସ୍ତରରେ ଅଦଳ ବଦଳ ହୋଇଥିବା ପରେ ଆଜି ନୁତନ ଭାବେ ନବରଙ୍ଗପୁର ଜିଲ୍ଲାପାଳ ଡାଃ ମହେଶ୍ଵର ସ୍ଵାଇଁ ଯୋଗଦାନ କରି ଥିବାରୁ ସବୁରି ମୁହଁରେ ଖୁସିର ଜୁଆର ସୃଷ୍ଟି ହୋଇଛି l ତାଙ୍କ ଯୋଗଦାନରେ ଆଜି ସମସ୍ତ କର୍ମଚାରୀ ମହଲରେ ଖୁସିର ମାହୋଲ ଦେଖା ଦେଇଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

Mountaineer Ashirbad Mahapatra’s South Africa’s Journey For Mountain Kilimanjaro

Sunil Chandra Nayak

କେନ୍ଦୁଝର କଲେଜରୋଡ ମହାଲକ୍ଷ୍ମୀ କଲଚରାଲ କମିଟି ତରଫରୁ ବ୍ୟାପକ ବ୍ୟବସ୍ଥା

Sunil Chandra Nayak

ଅଣ ଗେଜେଟେଡ଼ ବନସେବା ସମୂହ ଛୁଟି ନେଇ ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!