ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକ ରମେଶ ବାରିକଙ୍କ ପିତୃ ବିୟୋଗ

ସାମ୍ବାଦିକ ରମେଶ ବାରିକଙ୍କ ପିତୃ ବିୟୋଗ

କର୍ଲାମୁଣ୍ଡା ୦୨/୦୮ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଗ୍ରାମର ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ନେତ୍ରାନନ୍ଦ ବାରିକ (୭୨)ଙ୍କ ଆଜି ଅପରାହ୍ନରେ ୧ ଘଣ୍ଟା ସମୟରେ ନିଜ ବାସଭବନରେ ପରଲୋକ ହୋଇ ଯାଇଛି I ସେ କିଛିଦିନ ହେବ ଅସୁସ୍ଥତା ଯୋଗୁଁ ଶଯ୍ୟାଶାୟୀ ଥିଲେ I ମୁତ୍ଯୁଶଯ୍ଯା ନିକଟରେ ପରିବାର ସଦସ୍ୟଙ୍କ ସମେତ ବନ୍ଧୁ ପରିଜନ ଉପସ୍ଥିତ ଥିଲେ I ବଡ଼ ପୁଅ ରମେଶ ବାରିକ ଓ ସାନ ପୁଅ ରାଜୁ ବାରିକ ମୁଖାଗ୍ନି ଦେଇଥିଲେ I ତାଙ୍କର ମୁତ୍ଯୁ ଖବର ପାଇ ଅଞ୍ଚଳରେ ଶୋକର ଶାୟା ଖେଳିଯାଇଛି I ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହ ପରିବାର ବର୍ଗଙ୍କୁ ସାନ୍ତ୍ଵନା ଦେଇଥିଲେ I

Related posts

ଝାରମୁଣ୍ଡାରେ ବ୍ଲକ ସ୍ତରୀୟ ଆଦିବାସୀ ସମ୍ମିଳନୀ l ମଦ ଛାଡ଼ ପାଠ ପଢ଼ ମନ୍ତ୍ର ଦେଲେ ରାଜ୍ୟସଭା ସାଂସଦ 

masiha

ଆନ୍ତର୍ଜାତିକ ଜୟ ଶ୍ରୀଜଗନ୍ନାଥ ରକ୍ତଦାନ ଦିବସ ପାଳିତ 

masiha

ଉକ୍ରଳମଣିିିିିିଙ୍କ ୧୪୬ ତମ ଜୟନ୍ତୀ ଓ ଉକ୍ରଳମଣି ସେବା ସଂସ୍ଥାର ପଂଚଦଶ ବାର୍ଷିକ ଉତ୍ସବ ପାଳନ

masiha

Leave a Comment

error: Content is protected !!