ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଈ ଗୋରୁ ଙ୍କ ଠାରେ ବସନ୍ତ ରୋଗ ନିମନ୍ତେ ଆଳତୁମା ଗ୍ରାମରେ ଟିକାକରଣ 

ଗାଈ ଗୋରୁ ଙ୍କ ଠାରେ ବସନ୍ତ ରୋଗ ନିମନ୍ତେ ଆଳତୁମା ଗ୍ରାମରେ ଟିକାକରଣ 

କାମାକ୍ଷାନଗର (ମନିସ)14/8/25 — ହୁ ହୁ ହୋଇ ବର୍ତ୍ତମାନ ଗାଈ ଗୋରୁ ଙ୍କ ଠାରେ ଵସନ୍ତ ରୋଗ ମାଡି ଚାଲଛି । ଏ ରୋଗ ବର୍ତ୍ତମାନ ବେଶୀ ବାଛୁରୀ ମାନଙ୍କ ଠାରେ ଦେଖିବାକୁ ମିଳିଛି , ରୋଗର ଲକ୍ଷଣ ଵାଛୁରୀ ମାନଙ୍କ ଦେହ ଶାରା ଫୋଟକା ହୋଇ ବଡ଼ ଘା ହେବା ସହିତ ଭୀଷଣ କମ୍ପ ଜ୍ଵର ହେଉଛି , ଯଦି ପ୍ରାଥମିକ ସ୍ତରରେ ଚିକିତ୍ସା ହେବ ତେବେ ସେମାନଙ୍କ ଜୀଵନ ରକ୍ଷା ହେଵ ନଚେତ ପ୍ରାଣହାନୀ ନିଶ୍ଚିତ। 

କାମାକ୍ଷାନଗର ଉପଖଣ୍ଡ ପଶୁ ବିଭାଗ ଚିକିତ୍ସାଳୟରେ କିଛି ସମାଜସେଵୀ ଲିଖିତ ଭାବରେ କହିବା ପରେ ସ୍ଥାନୀୟ ପଶୁ ଚିକିତ୍ସକ ଏକ ଟିମ୍ ଆଳତୁମା ଗ୍ରାମରେ ପହଞ୍ଚି ତିନି ମାସରୁ ଉର୍ଦ୍ଧ୍ଵ ଏଵଂ ତିନି ଵର୍ଷରୁ କମ୍ ବାଛୁରୀ ମାନଙ୍କ ଦେହରେ ବସନ୍ତ ରୋଗ ପାଇଁ ଟିକାକରଣ କରାଯାଇଥିଲା ଏଵଂ ଯେଉଁ ମାନଙ୍କୁ ବସନ୍ତ ରୋଗ ହୋଇଛି ସେମାନଙ୍କ ଚିକିତ୍ସା ମଧ୍ୟ କରାଯାଇଥିଲା,ଆମ ସମସ୍ତଙ୍କର ଦାୟିତ୍ୱ ଗୋ ମାତାଙ୍କ ସେବାରେ ନିଜକୁ ସମର୍ପଣ କରି ଗୋ ବଂଶର ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହେବା ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସାମ୍ବାଦିକଙ୍କ କଥା ରଖିଲେ ବିଭାଗୀୟ ଅଧିକାରୀ, ମରାମତି ହେଲା ରାସ୍ତା

masiha

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଭୁବନେଶ୍ବର ଜନତା ମଇଦାନରେ ଯୋଗ ଦେଇ ଓଡିଶାର ଜନସାଧାରଣଙ୍କୁ ଭର୍ଚୁଆଲ ମଧ୍ୟାମରେ ସୁଭଦ୍ରା ଯୋଜନାର ଶୁଭାରମ୍ଭରେ କଲେ

masiha

କର କୋଚିଙ୍ଗ ସେଣ୍ଟର ରେ ଅଗ୍ର ପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା ପାଳିତ 

Sunil Chandra Nayak

Leave a Comment

error: Content is protected !!