ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସୋଈ ଗ୍ରାମପଞ୍ଚାୟତ ର ଓଡିଶା ଡ୍ରାଇଭର ମହାସଂଘ ର ସାଧାରଣ ବୈଠକ 

କାମାକ୍ଷାନଗର (ମ ନି ସ)6/5/23 // ଆଜି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୋଈ ଗ୍ରାମପଞ୍ଚାୟତ ର ଓଡିଶା ଡ୍ରାଇଭର ମହାସଂଘ ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି lଏହି ବୈଠକ ରେ ପ୍ରାୟ ତିରିଶ ରୁ ଉର୍ଦ୍ଧ ଡ୍ରାଇଭର ଏକତ୍ରିତ ହୋଇ ଏହି ବୈଠକଟି ଅନୁଷ୍ଠିତ ହୋଇଥିଲା ଏହି ବୈଠକଟି ବସୋଈ ଗ୍ରାମର ରତ୍ନପୁରର ଏକ ଫାର୍ମ ହାଉସରେ ହୋଇଥିଲା l ଏହି ସଭାରେ ନୂତନ ଭାବରେ ପଦ ଓ ପଦବୀ ଚୟନ କରାଯାଇଥିଲା l ଏହି ସଭାରେ ସମସ୍ତଙ୍କ ନିଷ୍ପତି କ୍ରମେ ସଭାପତି ଭାବରେ -ବିସିକେଶନ ବେହେରା ଙ୍କୁ ମନୋନୀତ କରାଗଲା ଓ ପ୍ରତ୍ୟେକ ପଡ଼ାର ଜଣ ଜଣ ଙ୍କୁ ଦାୟୀତ୍ବ ଦିଆଗଲା ଓ ଶପଥ ପାଠ ହୋଇଥିଲା ପ୍ରଥମରେ -ମଦ୍ୟପାନ କରି ଗାଡି ଚଳାଇବୁ ନାହିଁ, ଦ୍ୱତୀୟ ରେ ବର୍ଧୀ ପିନ୍ଧି ଗାଡି ଚଳାଇବୁ ଏତିକି କହି ସଭାକୁ ସମ୍ପୂର୍ଣ କରାଗଲା l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ଶୁଭାଶିଷ ସାହୁ ଜିଲା ସ୍ୱାସ୍ଥ୍ୟସେବା ସମ୍ମାନ ରେ ସମ୍ମାନୀତ

masiha

ଫେସ୍‌ବୁକ୍‌ ‘ଆମ ପରିବାର’ ପକ୍ଷରୁ ରକ୍ତଦାନ ଶିବିର 

masiha

ସୁନୀଲ୍ ମହାପାତ୍ର ଫାଉଣ୍ଡେସନ ପକ୍ଷରୁ ଶ୍ରେଷ୍ଠ ପାଞ୍ଚ ପ୍ରତିଭାଙ୍କ ନାମ ଘୋଷିତ 

masiha

Leave a Comment

error: Content is protected !!