ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋବିନ୍ଦପୁର ଫାଣ୍ଡି ବନଦୁର୍ଗା ମନ୍ଦିରରୁ ଲକ୍ଷାଧିକ ଟଙ୍କା ସମ୍ପତି ଚୋରୀ 

ଗୋବିନ୍ଦପୁର ଫାଣ୍ଡି ବନଦୁର୍ଗା ମନ୍ଦିରରୁ ଲକ୍ଷାଧିକ ଟଙ୍କା ସମ୍ପତି ଚୋରୀ 

ଢେଙ୍କାନାଳ(ମନିସ) 20/8/25 – ଢେଙ୍କାନାଳ ଜିଲ୍ଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଢେଙ୍କାନାଳ ଜିଲ୍ଲା ପ୍ରବେଶ ପଥରେ ଥିବା ମା ମଲ୍ଲିକେଶ୍ୱରୀ ବନଦୁର୍ଗା ମନ୍ଦିରରୁ ବିଳମ୍ବିତ ରାତିରେ ଚୋରୀ ହୋଇଥିବା ଜଣା ପଡିଛି । ସୂଚନା ମୁତାବକ ଗତକାଲି ରାତିରେ କେହି ଦୁରୁବୁର୍ତ୍ତ ମନ୍ଦିର ତାଲା ଭାଙ୍ଗି ଦେଵୀଙ୍କ ରୁପା ଆଖି,ମକୁଟ,ଚିତା,ଆଦି ପ୍ରାୟ ୧ କେଜି ରୁପା ଓ ୧୦ ଗ୍ରାମ ସୁନା ଓ ପିତ୍ତଳ ମୂତ୍ତୀ ଚୋରୀ ହୋଇଥିବା ଜଣା ପଡିଛି । ମନ୍ଦିର ଚୋରିକୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ମନ୍ଦର ପରିଚାଳନା କମିଟି ଗୋବିନ୍ଦପୁର ଫାଣ୍ଡିର ଦ୍ୱାରସ୍ତ ହୋଇଛନ୍ତି । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଲୋକଗୀତର ଅନ୍ତଃସ୍ୱର ହେଉଛି ଜନଜୀବନ’      ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ନିମନ୍ତ୍ରିତ ବକ୍ତୃତାମାଳା

Sunil Chandra Nayak

ଶ୍ରିମଦଭଗବତ କଥା ଞାନଯଞ ପାଇ କଳସ ଯାତ୍ରା

masiha

ମ.ରାମପୁର ବ୍ଲକ କୃଷି ବିଭାଗ:ମାଣିକେରା କୃଷି ଅଧିକ୍ଷକଙ୍କ ନୂଆଖାଇ ଛୁଟି ସରିନି , ଉତ୍କଟ ରୋଗପୋକରେ ଧାନଚାଷ:ମିଳୁନି ଠିକ୍ ପରାମର୍ଶ

masiha

Leave a Comment

error: Content is protected !!