ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା:- ଦୁର୍ଗା ପୂଜା ପାଇଁ ନୂତନ କମିଟି

ନର୍ଲା:- ଦୁର୍ଗା ପୂଜା ପାଇଁ ନୂତନ କମିଟି

ନର୍ଲା:- ନର୍ଲା ଠାରେ ଅନୁଷ୍ଠିତ ହେବାକୁ ଥିବା ସାର୍ବ ଜନିକ ଦୁର୍ଗା ପୂଜା କୁ ସୁପରିଚାଳିତ ତଥା ଅଧିକ ଆକର୍ଷଣ କରିବା ପାଇଁ ଏକ ନୂତନ କମିଟି ଗଠନ କରାଯାଇଛି। ଦୁର୍ଗା ମନ୍ଦିର ପ୍ରଗଣ ଠାରେ ପୂର୍ବତନ ସଭାପତି ଙ୍କ ଅଧ୍ୟକ୍ଷତାରେ ନୂତନ କମିଟି ଗଠନ କରାଯାଇଛି। ନର୍ଲା ଜନସାଧାରଣ ଙ୍କ ଉପସ୍ଥିତି ରେ ସଭାପତି ଶ୍ରୀ ରାଜେନ୍ଦ୍ର କୁମାର ପୂଝାରୀ ସଂପାଦକ ରୁପେ ଶ୍ରୀ ଦୀପୁ ପାତ୍ର, ଉପସଭାପତି ଚକ୍ରଧର ଗଉଡ଼, ସହ ସଂପାଦକ ଘାସି ରାମ ସାହୁ, କୋଷାଧ୍ୟକ୍ଷ ଅନ୍ ମୋଲ୍ ଚାନ୍ଦ ଙ୍କୁ ମନୋନୀତ କରାଯାଇଥିବା ବେଳେ ସୁମନ୍ତ ପୁଝାରୀ, କିଶୋର ମାଝୀ, ପ୍ରଭୋଦ୍ ଚାନ୍ଦ, ଲକ୍ଷ୍ମଣ ମାଝୀ ଲିଲୁ ଗୌଡିଆ, ରଞ୍ଜିତ ଅଗ୍ରୱାଲ, ତ୍ରିଲୋଚନ ଗଉଡ଼, ଦୀପକ୍ ଠାକୁର, ପୂର୍ଣ୍ଣ ପୁଝାରୀ ପ୍ରମୁଖ ଉପଦେଷ୍ଟା କମିଟି ରେ ଅଛନ୍ତି ବୋଳି ନୂତନ ସଭାପତି ରାଜେନ୍ଦ୍ର ପୂଝାରୀ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ନବରାତ୍ରି ହେଉଥିବାରୁ ଆଇନ୍ ଶୃଙ୍ଖଳା ପ୍ରତି ଗୁରୁତ୍ଵ ଦିଆଯିବ ବୋଲି କମିଟି ସଂପାଦକ ଦିପୁ ପାତ୍ର ପ୍ରକାଶ କରିଥିଲେ। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ବିନା ସୂଚନା ଫଳକରେ କଂକ୍ରିଟ ରାସ୍ତା ନିର୍ମାଣ , ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଉନ୍ନୟନ କାର୍ଯ୍ୟ

ଶିକ୍ଷୟିତ୍ରୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

masiha

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉଳିକୁପାର ଆଦିବାସୀ ଛାତ୍ରୀ ମାନଙ୍କ କୃତିତ୍ୱ

Leave a Comment

error: Content is protected !!