ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଣେଶ ପୂଜା ଉପଲକ୍ଷେ ଵହଳଦାର ସିଦ୍ଧି ବିନାୟକ ଗେଙ୍ଗଷ୍ଟାର କ୍ଲବ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ

ଗଣେଶ ପୂଜା ଉପଲକ୍ଷେ ଵହଳଦାର ସିଦ୍ଧି ବିନାୟକ ଗେଙ୍ଗଷ୍ଟାର କ୍ଲବ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ

ରାଇରଙ୍ଗପୁର – ୪/୦୯ —  ପବିତ୍ର ଗଣେଶ ପୂଜା ଉପଲକ୍ଷେ ବହଳଦା ବଜାରରେ ସିଦ୍ଧି ବିନାୟକ ଗେଙ୍ଗଷ୍ଟାର କ୍ଳବ୍ ତରଫରୁ ପ୍ରତିଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କମିଟି ତରଫରୁ ଆୟୋଜନ କରାଯାଇଛି ‌। ଅଗଷ୍ଟ ୨୮ ତାରିଖ ଦିନ ଆଞ୍ଚଳିକ ନୃତ୍ୟ ପ୍ରତିଯୋଗିତା,୨୯ ତାରିଖ ଦିନ ଵିଧାୟକ ଜଲେନ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସାଂସ୍କୃତିକ ଝୁମର କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା ; ସେହିଭଳି ସେପ୍ଟେମ୍ବର ପହିଲା ଦିନ ଆଞ୍ଚଳିକ ନୃତ୍ୟ ପ୍ରତିଯୋଗିତା ଓ ଅର୍କେଷ୍ଟ୍ରା ପ୍ରୋଗ୍ରାମ,୩ ସେପ୍ଟେମ୍ବରରେ ମେଲୋଡି ନାଇଟ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁମାନେ ବାବାଙ୍କ ଦର୍ଶନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।ଶୁକ୍ରଵାର‌ଦିନ ଭଷାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।ଏହି କାର୍ଯ୍ୟକ୍ରମକୁ କ୍ଳବ୍ ସଭାପତି ସ୍ବପ୍ନ ସାଗର ସାହୁ, ଉପସଭାପତି ସାଜନ ସ୍ବାଇଁ ଓ ସୁମିତ ବରାଳ,ଶୁଭ୍ରଜିତ ,ରାଜେଶ ,ଶଙ୍କର , ସୁଭମ୍ ,କ୍ରିଷ୍ଣା ମଣ୍ଡଳ,କମଲ ମହ,କ୍ଷିରୋଦ ,ସୁମରଞ୍ଜନ ,ଅଂଶୁ ,ମାମ୍ପୁ , ଆକାଶ,ସୁରଜ, ସୁଜିତ,ପ୍ରକାଶ ,ବଣ୍ଟି,ଗୌତମ,ଜିତେଶ ,ତୁଷାର,କେଶବ,ଗୋପାଲପ୍ରସାଦ,ଜଗନ୍ନାଥ,ଗୌରବ,ଇନ୍ଦ୍ରାବତୀ,ତୁଷାର ସମେତ ଅନ୍ୟ ସଦସ୍ୟମାନେ ଶୃଙ୍ଖଳାର ସହ ପରିଚାଳନା କରୁଛନ୍ତି ।

ମୟୂରଭଂଜରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ରାଇରଙ୍ଗପୁର ପୌରପାଳିକା ପକ୍ଷରୁ ପ୍ରଥମ ବିଶ୍ୱ ଓଡିଆ ଦିବସ – ୨୦୨୪ ପାଳିତ 

masiha

ଓଡ଼ିଶା ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି: ଜୁନାଗଡ଼ରେ ଶକ୍ତି ପ୍ରଦର୍ଶନ କଲା ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ

Sunil Chandra Nayak

ଜିଲ୍ଲା ସ୍ତରୀୟ ମହକ -୨୦୨୩ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!