ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଣୀବାବା କୋଚିଙ୍ଗ ସେଣ୍ଟର ରେ ଶିଶୁ ଦିବସ ମହାସମାରୋହରେ ପାଳିତ

ମଣୀବାବା କୋଚିଙ୍ଗ ସେଣ୍ଟର ରେ ଶିଶୁ ଦିବସ ମହାସମାରୋହରେ ପାଳିତ

କେନ୍ଦ୍ରାପଡ଼ା :ଚଳିତ ତା – ୧୪/୧୧/୨୦୨୪ ରିଖ ଗୁରୁବାର ଦିନ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ର , କୁପୁଣୀ ଠାରେ ମଣୀବାବା କୋଚିଙ୍ଗ ସେଣ୍ଟର ମହାସମାରୋହରେ ପାଳିତ ହେଇଯାଉଛି ଶିଶୁ ଦିବସ । ଉକ୍ତ ଉତ୍ସବରେ ମଣୀବାବା କୋଚିଙ୍ଗ ସେଣ୍ଟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରେମାନନ୍ଦ ସ୍ବାଇଁ ଉତ୍ତମ ଚରିତ୍ର ଗଠନ ମୂଳ ଲକ୍ଷ୍ୟ ଏବଂ ଶିଶୁ ଦିବସ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଥିଲେ ଏବଂ ଉକ୍ତ କୋଚିଙ୍ଗ ସେଣ୍ଟର ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଶ୍ରୀ ନିହାରକାନ୍ତ ନାୟକ ପିଲା ମାନଙ୍କୁ ପୁସ୍ତକ ଦେଇ ଉଜ୍ଜ୍ୱଳ ଭବିଷ୍ୟତରକାମନା କରିଥିଲେ ଦେବବ୍ରତ ଦାସ , ଶୁଚିସ୍ମିତା ସ୍ବାଇଁ ,ପଦ୍ମନାଭ ସେନାପତି ,ଉପସ୍ଥାପିତ ରହି ଛାତ୍ର, ଛାତ୍ରୀ ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ!

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ରାଇରଙ୍ଗପୁରରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର: ୪୪୧ ଜଣ ଆଶାୟୀ

masiha

୧୯୭୯ ମେଟ୍ରିକ ବ୍ୟାଚର ବନ୍ଧୁମିଳନ

masiha

ମାଲବାହୀ ଟ୍ରେନ ପାଇଁ ଏକ୍ସପ୍ରେସ ଟ୍ରେନଗୁଡ଼ିକୁ କାହିଁକି ଅଟକା ଯାଉଛି ? : ବିଧାୟକ

Sunil Chandra Nayak

Leave a Comment

error: Content is protected !!