ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪୨ ମୌଜା ନୂତନ ଥାନା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ 

୪୨ ମୌଜା ନୂତନ ଥାନା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ 

କଟକ : ୪୨ ମୌଜା ନୂତନ ଥାନା ଅଧିକାରୀ ଶ୍ରୀଯୁକ୍ତ ଓମ୍ ପ୍ରକାଶ ମହାନ୍ତିଙ୍କୁ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନଙ୍କ ଦ୍ୱାରା ସ୍ୱାଗତ ସମ୍ଭର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ସମ୍ବର୍ଧନା ପ୍ରଦାନ ଅବସରର ଭାରତୀୟ କିଶାନ ସଂଘ ରାଜ୍ୟ ସମ୍ପାଦକ କୃଷକ ନେତା ଶ୍ରୀ ଦେବୀ ପ୍ରସାଦ ପତି ଭାରତୀୟ କିଶାନ ସଂଘ ରାଜ୍ୟ ସମ୍ପାଦକ,ପୂର୍ବ ତନ ମଣ୍ଡଳ ସଭାପତି ଶ୍ରୀ ପୀୟୁଷ ରଞ୍ଜନ ପରିଡ଼ା,ଜିଲ୍ଲା ବିଜେପି ସମ୍ପାଦକ ଶ୍ରୀ ଶୁଭନ୍ୟାଶ ମହାନ୍ତି,କିଶାନ ସଂଘ ଜିଲ୍ଲା ସଂଯୋଜକ ଶ୍ରୀ ସତ୍ୟନାରାୟଣ ମହାନ୍ତି,ଯୁବ ନେତା ଶ୍ରୀ ଅନିଲ ମହାପାତ୍ର,ଜିଲ୍ଲା ପ୍ରଭାରୀ କିଶାନ ସଂଘ ଶ୍ରୀ ତାପସ ମହାପାତ୍ର,ବିଜେପି ନେତାଶ୍ରୀ ଯୁବରାଜ ପଣ୍ଡା, ଅବସରପ୍ରାପ୍ତ ସୈନିକ ଶ୍ରୀ ବିଶ୍ବରଂଜନ ଜେନା,ଯୁବନେତା ବୁଲୁ ଭାଇ,ସମାଜସେବୀ ସୁକନ ପଣ୍ଡା,ଯୁବନେତା ନିରଞ୍ଜନ ସେନାପତି,ସମାଜସେବୀ ରଞ୍ଜନ ନାୟକ,ସମାଜସେବୀ ରାକେଶ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଆଞ୍ଚଳିକ ବ୍ରାହ୍ମଣ ସମିତିର ୧୮୫ତହ ଅଧିବେଶନ ଅନୁଷ୍ଠିତ

masiha

କୁଆଁରମୁଣ୍ଡା ବନାଞ୍ଚଳରେ ଜଙ୍ଗଲ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ 

masiha

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଶିକ୍ଷା କନଭେନସନ୍ 

Sunil Chandra Nayak

Leave a Comment

error: Content is protected !!