ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର

ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର

କାମାକ୍ଷାନଗର (ମନିସ)5/9/25 — ଲଗାଣ ବର୍ଷା ରେ କେତେ ଧନ ଜୀବନ ନଷ୍ଟ ହେବାରେ ଏବେ ଘର ଭୁଶୁଡ଼ି ଯିବା ଘଟଣା ନଜରକୁ ଆସିଛି ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରୋଜୋଲି ପଂଚାୟତର କେଣ୍ଡୁମୁଣ୍ଡା ଗ୍ରାମର ଦୁଇ ପରିବାର ମଧ୍ୟ ରାତ୍ର ରେ ଖାଇ ଶୋଇ ଥିବାରେ ଘଟିଛି ଅଘଟଣ, ମାରୁଆ ମହାନ୍ତ ଓ ଗୋଲାପମୁଣ୍ଡା ଙ୍କ ମାଟି କାନ୍ଥ ସହ ସିମେଣ୍ଟ ଟାଇଲି ଘର ଟି ଭୁଶୁଡ଼ି ଯାଇଛି, ଦୁଇ ପରିବାର ର ଆଠଜଣ ଙ୍କୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି,ସମସ୍ତେ ଅଳ୍ପକେ ବାର୍ତୀ ଯାଇଛନ୍ତି ,ପାଖ ପଡୋଶୀ ଖବର ପାଇ ଦୁଇ ପରିବାର ଙ୍କୁ ଦେଖା ଶୁଣା କରିଥିବା ବେଳେ ପ୍ରଶାସନ କିମ୍ବା ସ୍ଥାନୀୟ ଜନପ୍ରତିନିଧି ପହଞ୍ଚି ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି,ଖୋଲା ଆକାଶ ତଳେ କିପରି ରହିବେ ତାହାକୁ ନେଇ ଚିନ୍ତାରେ ପରିବାର ବର୍ଗ ,ଏ ସମ୍ପର୍କରେଉପ ଜିଲ୍ଲାପାଳ ଙ୍କ ସହ ଯୋଗାଯୋଗ ହେବାରେ କଙ୍କଡାହାଡ ତହସିଲଦାର ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇ ଥିବା ସୁଚନା ଦେଇଛନ୍ତି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଫାଇବ ଟି ସଚୀବ ଶ୍ରୀଯୁକ୍ତ ଭି କେ ପାଣ୍ଡିଆନ ଙ୍କ ପରିଦର୍ଶନରେ ପୋଡାଗଡା ଆସିବାକୁ ଥିବା ନେଇ ଜିଲ୍ଲାପାଳଙ୍କ ଦ୍ଵାରା ପ୍ରସ୍ତୁତି

Sunil Chandra Nayak

ଅନୁଗୁଳ ଆମ୍ବେଦକର ଭବନ ଉଚ୍ଛେଦ ନୋଟିସର ପ୍ରତିବାଦ ,  କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲା ବହୁଜନ ମିଳିତ ମହାସଂଘ

Sunil Chandra Nayak

ତାଇୱାନରେ ଚମକିଲା ନୁଆଁଖାଇ ଉପରେ ଆଧାରିତ ବାଲୁକା କଳା

Sunil Chandra Nayak

Leave a Comment

error: Content is protected !!