ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର ପ୍ରାପ୍ତ ପୋଷ୍ଟ ମାଷ୍ଟର ଙ୍କ ଅକାଳ ବିୟୋଗ

ଅବସର ପ୍ରାପ୍ତ ପୋଷ୍ଟ ମାଷ୍ଟର ଙ୍କ ଅକାଳ ବିୟୋଗ

ନବରଙ୍ଗପୁର,୧୩/୧୧() ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କାମତା ସଦର ମହକୁମା ଗ୍ରାମ ପଞ୍ଚାୟତ ର ଅବସର ପ୍ରାପ୍ତ ପୋଷ୍ଟ ମାଷ୍ଟର ଗଜେନ୍ଦ୍ର ନାୟକ(୬୧) ତଥା ଏ ଜି ଗ୍ରାମ୍ୟ ମଣ୍ଡଳୀ ର ପାଳକ ଗତ କିଛି ଦିନ ତଳେ ଅସୁସ୍ଥ ହୋଇ ବିଶାଖାପାଟଣା ର ବେସରକାରୀ ଚିକିତ୍ସାଳୟ ରେ ଚିକିତ୍ସାଧୀନ ଥିଲେ। ତାଙ୍କ ମୃତ୍ୟୁ ପରେ ତାଙ୍କ ଗ୍ରାମ ରେ ଅନ୍ତିମ ସଂସ୍କାର ଖ୍ରୀଷ୍ଟିଆନ୍ ଧର୍ମ ଅନୁସାରେ ଗ୍ରାମ ର ଶ୍ମଶାନ ରେ କବର ଦିଆଯାଇଥିଲା। ନବରଙ୍ଗପୁର ଜିଲ୍ଲା ପଡ଼ାଲଗୁଡ଼ା ବେର୍ଶିବା ଚର୍ଚ୍ଚ ର ମୁଖ୍ୟ ଅଜିତ୍ କବର ଦେଇଥିଲେ। କବର ସ୍ଥାନ ରେ ତାଙ୍କ ସ୍ତ୍ରୀ ୨ପୁଅ ବିଭୁ ନାୟକ ଓ ବିଶ୍ୱଜିତ୍ ନାୟକ,୩ ଝିଅ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ,ବିଜେଡି ଜିଲ୍ଲା ମହିଳା ସଭାପତି ମଞ୍ଜୁଳା ମାଝୀ,ବ୍ଲକ୍ କଂଗ୍ରେସ କମିଟି ସଭାପତି ପହ୍ଲାଦ ହିଆଲ, କରନ୍ କଚିମ୍, ତୀର୍ଥ ଚରଣ ନାୟକ,ଜିଲ୍ଲା ର ପାଳକ ସମେତ ଜିଲ୍ଲା ର ମାନ୍ୟ ଗଣ ସମେତ ଗ୍ରାମ ବାସି ଶେଷ ଦର୍ଶନ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

आदिवासियों की जमीन-जंगल और आजीविका खतरे में : निरंजन बिशि डबल इंजन नहीं, ‘ट्रबल इंजन’ सरकार चल रही है — सांसद का तीखा हमला

Sunil Chandra Nayak

ଚାଷୀ ପ୍ରଧାନ ଭାରତ ବର୍ଷ ରେ ଏକତ୍ଵ ପରିବାର ବୋଧ 

Sunil Chandra Nayak

ଗଣ୍ଡାବାହାଳୀଠାରେ ୭୭ତମ ବନ ମହୋତ୍ସବ–୨୦୨୬ ଅନୁଷ୍ଠିତ 

Leave a Comment

error: Content is protected !!