ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଝୁଲନ୍ତା ମୃତ ଦେହ ଉଦ୍ଧାର 

ଡାଲଗୁମା   ମ ନି ସ       ଆମପାଣି  ଥାନା ଅର୍ନ୍ତଗତ କେନ୍ଦୁଡଙ୍ଗରି ଗ୍ରାମରେ ଆଜି ଏକ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ଆଜି ସକାଳୁ ଗାଁ ପାଖରେ ଥିବା ଶାଗୁଆନ ଗଛ ରେ ଜଣେ ଯୁବକ ଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ   ମିଳିଛି ।  ମୃତ ଯୁବକ କେନ୍ଦୁଡୋଙ୍ଗରି ଗ୍ରାମର ଦ୍ବାରିକା ଦାସ ବୋଲି ଚିହ୍ନଟ ହେବାପରେ ପରିବାର ପକ୍ଷ ରୁ  ଆମପାଣି ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ଆମପାଣି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଭବାନୀପାଟଣା ରୁ ସାଇଣ୍ଟିକ ଟିମ୍ ଆସି ତଦନ୍ତ କଲାପରେ ମୃତ ଯୁବକ ଙ୍କ ମୃତ୍ୟୁ ର ସତ୍ୟା ସତ୍ୟ ଜଣାପଡିିି ବୋଲି ଆମପାଣି  ପୋଲିସ୍ ସୂଚନା ଦେଇଛନ୍ତି ।ଡ଼ାଲଗୁମା ରୁ ରିପୋର୍ଟ୍ ମହେନ୍ଦ୍ର ଧରୁଆ   

Related posts

ଅପରାଜିତା ପରିଡା ଙ୍କ କବିତା ଜୟ ମାଆ 

Sunil Chandra Nayak

ଢେଙ୍କାନାଳ ଥିଙ୍କର୍ସ ଫୋରମ ର କାର୍ଯ୍ୟକାରିଣୀ ବୈଠକ ଏବଂ ଢେଙ୍କା ପୀଢ଼ ରେ ପୂଜା ଅର୍ଚ୍ଚନା

ବାଲେଶ୍ବର – ସୁରେନ୍ଦ୍ର ନାଥ ସ୍ମୃତି କମିଟି ପକ୍ଷରୁ ବିଶ୍ବ ପରିବେଶ ଦିବସରେ ବୄକ୍ଷରୋପଣ 

Leave a Comment

error: Content is protected !!