ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ଦିନିଆ ମାଗଣା ମିଲିଟାରୀ ଓ ପୋଲିସ ପ୍ରଶିକ୍ଷଣ ଶିବିର 

ଦୁଇ ଦିନିଆ ମାଗଣା ମିଲିଟାରୀ ଓ ପୋଲିସ ପ୍ରଶିକ୍ଷଣ ଶିବିର 

କଟକ : ଲିଯାନ ଫିଜିକାଲ ଫିଟନେସ ସ୍ପୋର୍ଟସ ଏକାଡେମୀ ପକ୍ଷରୁ ଦୁଇ ଦିନିଆ ମାଗଣା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଇଥିଲା ଏହି ଶିବିରରେ ୧୮ବର୍ଷ ରୁ ୨୫ବର୍ଷ ପିଲା ମାନଙ୍କୁ ନେଇ ତାଲିମ ପ୍ରଦାନ କରାଯାଇଥିଲା ।ଏଥିରେ ୮୫ଜଣ ପିଲା ଭାଗ ନେଇଥିଲେ ।ପିଲା ମାନଙ୍କୁ ବିଭିନ୍ନ ପ୍ରକାର ଶାରୀରିକ ଟ୍ରେନିଙ୍ଗ ଦିଆ ଯାଇଥିଲା।ଦୌଡ,ଲମ୍ବ କୁଦ,ଉଚ୍ଚ ଡିଆଁ,ସହିତ ବିଭିନ୍ନ ପ୍ରକାର କୌଶଳ,ଶିଖା ଯାଇଥିଲା।ଏଥିରେ ତାଲିମ ପ୍ରାପ୍ତ ପ୍ରଶିକ୍ଷକ ଶ୍ରୀ ଲକ୍ଷ୍ମୀଧର ରାଉଳ,ସହ ପ୍ରଶିକ୍ଷକ ବିଶ୍ଵ ରଞ୍ଜନ ଜେନା,ପ୍ରଥମ ଦିନ ଟ୍ରେନିଙ୍ଗ ଆରମ୍ଭ ରେ ମହିଳା କମିଶନ ର ସଭ୍ୟ ଶ୍ରୀମତି ପ୍ରତିଭା ଶତପଥୀ,ଯୁବ ଛାତ୍ର ପରିଷଦ ର ସଭାପତି ଶ୍ରୀ ପ୍ରଭାତ ଦେବତା,ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ ଦାସ,ଶ୍ରୀ ପ୍ରଦୀପ ମହାନ୍ତି ରୋଟାରୀ କ୍ଲବ ର ସଭାପତି ,ଅଶୋକ ରାଉତରାୟ,ପୀୟୁଷ ରଞ୍ଜନ ପରିଡ଼ା,ପୀୟୁଷ ପରିଡ଼ା,ପୂର୍ବ ତନ ସରପଞ୍ଚ ନିର୍ମଳ ଦାସ, କୁଳ ସରିଚୁଆଁ ପଞ୍ଚାୟତ ର ସରପଞ୍ଚ ଶ୍ରୀ ବନ ମାଳି ବିହାରୀ , ଅବସପ୍ରାପ୍ତ ସୈନିକ ମଙ୍ଗରାଜ ବେହେରା, ଅନ୍ୟ ସୈନିକ ଗଣ,ନାରୀନେତ୍ରୀ ସତ୍ୟ ଭାମା ଦେବତା,ସୁକନ୍ୟା ରାଉଳ, ଅର୍ମିଡା ପିର୍ୟଦର୍ଶିନି,ଅଧ୍ୟାପକ ଗୋପାଳ ସାସମଲ,ରମେଶ ଚନ୍ଦ୍ର ରାଉଳ,ଅନିଲ ମହାପାତ୍ର,ରଞ୍ଜନ ନାୟକ,ରାକେଶ ରାଉତ,ପ୍ରଶାନ୍ତ ରାଉଳ,ଯୁବରାଜ ପଣ୍ଡା, ସୁକନ ପଣ୍ଡା,ପପୁ ସାସମଲ,ଭଗ୍ୟଧର ସାହୁ,କବି ବେହେରା,କାହ୍ନା ରାଉଳ,ପ୍ରଦୀପ କୁମାର ବିଶ୍ବାଳ,ନିର୍ମଳ ସ୍ଵାଇଁ,ସତ୍ୟ ନାରାୟନ ମହାନ୍ତି,ଖିତିଶ ପଣ୍ଡା,କାଳିଆ ଭାଇ,ସୁଶାନ୍ତ ରାଉଳ,ଶବ୍ୟସାଚି ରାଉଳ,ରାଜକିଶୋର ସାସମଲ,ବଂଶୀ ଧର ତ୍ରିପାଠୀ,ବିଘ୍ନେଶ୍ୱର ଭୋଇ,ବିକାଶ ସାସମଲ,ଶୁକଦେବ ପଟ୍ଟନାୟକ,ସମୀର ପଣ୍ଡା ,ଙ୍କ ସହ ସଂଯୋଜକ ଦେବୀ ପ୍ରସାଦ ପତି ଯୋଗଦେଇଥିଲେ। 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫ ରୁ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ 

masiha

ଭାଗିରଥୀ ପାଣିଗ୍ରାହୀଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକ

Sunil Chandra Nayak

ସ୍ମାର୍ଟ୍ ୱାଟର ଷ୍ଟେସନ ଉଦଘାଟିତ 

masiha

Leave a Comment

error: Content is protected !!