ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ତୀରନ୍ଦାଜ ଙ୍କ କମାଲ 

 କଳାହାଣ୍ଡି ତୀରନ୍ଦାଜ ଙ୍କ କମାଲ 

ସୁନ୍ଦରଗଡ ରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ତୀରନ୍ଦାଜ ପ୍ରିଯୋଗିତାରେ  କଳାହାଣ୍ଡି ଜିଲ୍ଲା ର ପ୍ରତିଯୋଗୀ ତରୁଣ ମାଝୀ 8 ସ୍ଵର୍ଣ୍ଣ ପଦକ, ଲୀନା ମାଝୀ 3 ସ୍ଵର୍ଣ୍ଣ ପଦକ, ଗାୟତ୍ରୀ ମାଝୀ 2 ସ୍ଵର୍ଣ୍ଣ 1 କାଂସ୍ୟ ରୋହିତ ମାଝୀ 3 ରୋପ୍ୟ ପଦକ ହାସଲ କରି କଳାହାଣ୍ଡି ଜିଲ୍ଲାର ସୁନାମ ଅର୍ଜନ କରି ଗୌରବନ୍ୟତ କରିଛନ୍ତି । ଆଜି କଳାହାଣ୍ଡି ଜିଲ୍ଲାପାଳ ଙ୍କ କନଫରେନ୍ସ ହଲ ରେ ସଚିନ ପ୍ରକାଶ ପାୱାର ଜିଲ୍ଲାପାଳ କଳାହାଣ୍ଡି, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ , ଏବଂ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ , ରୂପସିଂ ରାଉତ ପ୍ରତିଯୋଗୀ ମାନଙ୍କୁ ସାକ୍ଷାତ କରି ତାଙ୍କୁ ପ୍ରୋତ୍ସାହିତ କଲେ ଓ ପ୍ରୋତ୍ସାହନ ରାଶି ସ୍ୱରୂପ ସ୍ୱର୍ଣ୍ଣ ପଦକ ଟ.1000, ରୋପ୍ୟ ପଦକ ଟ 700 ଏବଂ କାଂସ୍ୟ ପଦକ ହାସଲ ପାଇଁ ଟ.500 ପ୍ରତିଯୋଗୀ ମାନଙ୍କୁ ପ୍ରଦାନ କଲେ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମନା କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

Related posts

ମୟୂରଭଞ୍ଜ ଜିଲ୍ଲା ଜଳ ଓ ପରିମଳ ମିଶନ କାର୍ଯ୍ୟନିର୍ବାହୀ ଓ ସମନ୍ୱୟ କମିଟି ବୈଠକ

masiha

ରାଉରକେଲା ନୂତନ ବସ ଷ୍ଟାଣ୍ଡ ରେ ଜାତୀୟ ସଡକ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

୨୫ତମ ମୁକ୍ତମଞ୍ଚ ନାଟକ ମହୋତ୍ସବ ସମ୍ପନ୍ନ  ଶ୍ରେଷ୍ଠ ପ୍ରାୟୋଜିତ ନାଟକ ତୋ କଥା ଭାରି ମନେ ପଡେ, ଶ୍ରେଷ୍ଠ ନିର୍ଦ୍ଦେଶକ ଗଙ୍ଗାଧର ରାଉତ, ଶ୍ରେଷ୍ଠ ଅଭିନେତା ଶୁଭେନ୍ଦୁ ସାମଲ ଓ ଶ୍ରେଷ୍ଠ ଅଭିନେତ୍ରୀ ମଧୁମିତା ମହାନନ୍ଦ ସମ୍ବର୍ଦ୍ଧିତ 

Sunil Chandra Nayak

Leave a Comment

error: Content is protected !!