ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡକ ଦୁର୍ଘଟଣାରେ ମୃତ ବାରହା କୁ ପୋତିଲା ବନ ବିଭାଗ 

ସଡକ ଦୁର୍ଘଟଣାରେ ମୃତ ବାରହା କୁ ପୋତିଲା ବନ ବିଭାଗ 

କାମାକ୍ଷାନଗର (ମନିସ)3/10/25 — ଭୁବନ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଯମୁନାକୋଟ ଛକ ନିକଟରେ ସଡ଼କ ଦୁର୍ଘଟଣାରେ ମୃତ ବାରହା କୁ ବନ ବିଭାଗ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରାଇ ପୋତି ଦେଇଥିବା ଜଣା ପଡ଼ିଛି। ପ୍ରାପ୍ତ ଖବର ରୁ ପ୍ରକାଶ ଯେ ଶୁକ୍ରବାର ସକାଳେ ଯମୁନା କୋଟ ଛକ ନିକଟରେ ସଡକ ଦୁର୍ଘଟଣାରେ ଏକ ମାଈ ବାରହା ର ମୃତ୍ୟୁ ହୋଇଥିବା ଖବର ପାଇ ଫରେଷ୍ଟ ରେଞ୍ଜର ରାକେଶ କୁମାର ଦଳେଇ,ଭୁବନ ଫରେଷ୍ଟର କଳ୍ପନା ବେହେରା ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ବାରହା କୁ ଉଦ୍ଧାର କରି ପ୍ରଥମେ ଶବ ବ୍ୟବଚ୍ଛେଦ କରାଇଥିଲେ ଓ ପରେ ନିକଟସ୍ଥ ଜଙ୍ଗଲରେ ଗାତ ଖୋଳି ପୋତି ଦେଇଥିଲେ । ମୃତ ବାରହା ର ବୟସ ପ୍ରାୟ ତିନି ବର୍ଷ ହେବ ବୋଲି ଜଣା ପଡ଼ିଛି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବନ୍ଧୁଗାଁରେ ମିଳିତ ଭାବରେ ୩୫ ଟି ଅଭିଯୋଗ ଶୁଣାଣି 

Sunil Chandra Nayak

ରାଉରକେଲା କଲେଜରେ ଆଲୋଚନା ଚକ୍ର ଅନୁଷ୍ଠିତ

Sunil Chandra Nayak

ବାଇକ୍ ଦୁର୍ଘଟଣାରେ ଚାଳକ ଗୁରୁତର 

Sunil Chandra Nayak

Leave a Comment

error: Content is protected !!