ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରେଙ୍ଗସାପାଲି ୪୭ତମ ଦୂର୍ଗାପୂଜା ପାଳିତ

ରେଙ୍ଗସାପାଲି ୪୭ତମ ଦୂର୍ଗାପୂଜା ପାଳିତ

କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଙ୍ଗସାପାଲି ଗ୍ରାମରେ ୪୭ତମ ଦୂର୍ଗାପୂଜା ମହାସମାରୋହରେ ପାଳିତ ହେଇଯାଇଛି । ଦୀର୍ଘ ଚତୁର୍ଦ୍ଦଶରୁ ଉଦ୍ଧ ବର୍ଷ ହେଲା ଏହି ବର୍ଷ ୪୭ ବର୍ଷ ରେ ପାଦ ଦେଲା ରେଙ୍ଗସାପାଲି ଦୂର୍ଗାପୂଜା ସମସ୍ତ ଗ୍ରାମବାସୀ ଅଞ୍ଚଳ ବାସୀଙ୍କ ସହାୟ ସହଯୋଗ ଦ୍ବାରା ମହାଆଡ଼ମ୍ବରରେ ପ୍ରତ୍ୟହ ବର୍ଷ ମାଁ ଜଗତ ଜନନୀଙ୍କ ପୂଜା ପାଳିତ ହୋଇଆସୁଅଛି ଅତି ଆନନ୍ଦର ସହ ଏହିବର୍ଷ ମଧ୍ୟ ତା ୨୮,୦୯,୨୦୨୫ ରିଖ ଠାରୁ ଆରମ୍ଭ ହୋଇ ତା ୦୩,୧୦,୨୦୨୫ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା, ଏହି ଅବସରେ ଜଗତ ଜନନୀ ମାଁ ଦୂର୍ଗାଙ୍କ ପୂଜା, ଚଣ୍ଡିପାଠ, ଘଣ୍ଟ ଶଙ୍ଖ ଧ୍ବନିରେ ପ୍ରକମ୍ପିତ ହୋଇଉଠୁଥିଲା ବେଳେ ମନୋରଞ୍ଜନ ନିମନ୍ତେ ପ୍ରତ୍ୟହ ରାତ୍ର ପୌରାଣିକ ସହ କାଳ୍ପନିକ ଲୋକ ନାଟକ ପ୍ରଦର୍ଶିତ ହୋଇଥିଲା ଏବଂ ଶେଷ ଦିନରେ ଭଷାଣି ଯାତ୍ରା ମଧ୍ୟ ମହାସମାରୋହରେ ପାଳିତ ହୋଇଥିଲା ଦୂର୍ଗାପୂଜା କମିଟି ତଥା ସମସ୍ତ ଗ୍ରାମବାସୀ, ଅଞ୍ଚଳବାସୀଙ୍କ ସହାୟ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହ ୪୭ତମ ଦୂର୍ଗାପୂଜା ପରିସମାପ୍ତି ହୋଇଯାଇଛି । ଦେବୀ ଦୂର୍ଗାଙ୍କ ଦର୍ଶନ ତଥା ନାଟକ ଦେଖିବା ନିମନ୍ତେ ଆଖପାଖର ହଜାର ହଜାର ଭକ୍ତ, ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ କରିବା ସହ ନାଟକର ମଧ୍ୟ ଉପଭୋଗ କରିଥିଲେ ଅତି ଆନନ୍ଦର ସହ ପ୍ରତ୍ୟହ ଦିନ ।

Related posts

କୁସୁମଖୁଣ୍ଟି ଠାରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସଯାତ୍ରା

Sunil Chandra Nayak

ମହାସମାରୋହରେ ଚାଲିଛି ମାଘ ପୂର୍ଣମୀ ଓ ମାଘ ପୁରାଣ ପାଠ 

Sunil Chandra Nayak

ମା ତାରିଣୀଙ୍କ ୮୭ତମ ଚଇତି ପର୍ବ ଆରମ୍ଭ

Sunil Chandra Nayak

Leave a Comment

error: Content is protected !!