ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ତିର୍ତୋଲ ବ୍ଲକ ପରିସରରେ ବଜରଙ୍ଗ ଵାଲୀଙ୍କ ମନ୍ଦିର ପ୍ରତିଷ୍ଠାର ଦ୍ଵିତୀୟ ଦିବସ କାର୍ଯ୍ୟକ୍ରମ 

ତିର୍ତ୍ତୋଲ : – 01/02/23 – ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ପରିସରରେ ଗତ ମଙ୍ଗଳବାର ଠାରୁ ଆସନ୍ତା ଫେବୃଆରୀ ଦୁଇତାରିଖ ପର୍ଯ୍ୟନ୍ତ ଶ୍ରୀଶ୍ରୀ ବଜରଙ୍ଗବାଲି ହନୁମାନଜୀଉ ଙ୍କ ବିଗ୍ରହ ସ୍ଥାପନ ଓ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲୁ ରହିଥିବାବେଳେ ଆଜି ଦ୍ଵିତୀୟ ଦିବସରେ ପହଞ୍ଚିଛି ! ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଆକର୍ଷଣ ଥିଲେ କୁଜଙ୍ଗ ବ୍ଲକ ଅଧୀନ ଢ଼ିଙ୍କିଆ ନୂଆଗାଁ ହନୁମାନ ବାଟିକାର ବାବା ଶ୍ରୀ ଶ୍ରୀ ରାଜୀବ ଲୋଚନ ଦାସ (ରାଜୁ ବାବା) ! ଅତୀବ ସରଳ ସାବଲୀଳ ଭାଷାରେ ବାବାଙ୍କର ଆଧ୍ୟାତ୍ମିକ ପ୍ରବଚନକୁ ମନ୍ତ୍ରମୁଗ୍ଧ ଭଳି ଶ୍ରବଣ କରୁଥିଲେ ଉପସ୍ଥିତ ଭକ୍ତବୃନ୍ଦ ! ବ୍ଲକ ଉନ୍ନୟନ ଅଧିକାରୀ ଅଟଳବିହାରୀ ସ୍ୱାଇଁ, ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା ଓ ବ୍ଲକର ସମସ୍ତ ପଦାଧିକାରୀ ଙ୍କ ଉପସ୍ଥିତିରେ ହନୁମାନଜୀ ଙ୍କ ଚାଳିଶା ପ୍ରବଚନ ଆଦି ଅନୁଷ୍ଠିତ ହୋଇ ଥିଲା ! ପଣ୍ଡିତ ଚିତ୍ତରଞ୍ଜନ ରଥଙ୍କ ପୌରାହିତ୍ୟ ରେ ଯଜ୍ଞକାର୍ଯ୍ୟ ଚାଲୁ ରହିଥିବା ବେଳେ ଏହା ଆସନ୍ତାକାଲି ପୂର୍ଣ୍ଣାହୁତି ସହ ସମାପନ କରାଯିବାର ଅଛି ବୋଲି ଜାଣିବାକୁ ମିଳିଥିଲା !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଖୋଲିଲା ବାଣପୁର ମା’ଭଗବତୀଙ୍କ ଭିତର ହୁଣ୍ଡି !!!

Sunil Chandra Nayak

ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ୍ ମେନଗେଟ ନିକଟରେ ଜଣେ ଅସହାୟ ବୃଦ୍ଧଙ୍କ ମୃତ୍ୟୁ, ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଠିଲା ଶବ

Sunil Chandra Nayak

ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort