ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାଟ୍ୟକାର ସମାଜସେବୀ ନୃସିଂହ ଚରଣ ଦାସଙ୍କ ଶ୍ରାଦ୍ଧ ଉତ୍ସବ 

ନାଟ୍ୟକାର ସମାଜସେବୀ ନୃସିଂହ ଚରଣ ଦାସଙ୍କ ଶ୍ରାଦ୍ଧ ଉତ୍ସବ 

କଟକ: ୪୨ ମୌଜା ପଟଣା ଗ୍ରାମର ଗର୍ବ ଓ ଗୌରବ ନାଟ୍ୟକାର ସମାଜସେବୀ ୪୨ ମୌଜା ଶାନ୍ତି କମିଟି ଏବଂ ପାଟଣା ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ପ୍ରତିଷ୍ଠାତା ନୃସିଂହ ଚରଣ ଦାସଙ୍କ ଅଁଳା ନବମୀ ତିଥିରେ ଅନୁଷ୍ଠାନର ଉପଦେଷ୍ଟା ଇଞ୍ଜିନିୟର ସେବକ ଶ୍ରୀକାନ୍ତ,ସଭାପତି ସରୋଜ ନଳିନୀ ପରିଜାଙ୍କ ସଭାପତିତ୍ବରେ ସ୍ମୃତି ଚାରଣ ସଭା ହୋଇଯାଇଛି । ସଭାରେ କାର୍ଯ୍ୟକାରୀ ସଭାପତି ଶିକ୍ଷକ ରତ୍ନ ଅଭୟ ଦାସ, ମହାସଚିବ ରୁଦ୍ର ନାରାୟଣ ଦାସ,ଶିକ୍ଷକ ମିହିର ନାୟକ ଏବଂ ଶ୍ରୀ ଜଗନ୍ନାଥ ଷ୍ଟଡି ସର୍କଲର ବିଦ୍ୟାର୍ଥୀ ସ୍ନେହ ଜେନା,ସାଇ ଶ୍ରୀ ବେହେରା,ତେଜସ୍ଵୀନି ଦାସ,ସ୍ବରାଜ ମହାନ୍ତି,ବଦ୍ରି ନାରାୟଣ ମହାନ୍ତି,ଶୁଭଶ୍ରୀ ସ୍ୱାଇଁ,ଶ୍ରଦ୍ଧାଞ୍ଜଳି ଦାସ,ଆଦ୍ୟାଶା ବେହେରା,ଲକ୍ଷ୍ମୀପ୍ରିୟା ମହାନ୍ତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସାଧାରଣ ସଂପାଦକ ସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ସାନମସିଗାଁରେ ନବନିର୍ମିତ ସିଏଚ୍‌ସି ଭବନ ଉଦ୍‌ଘାଟିତ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ଦିଗରେ ନୂଆ ପଦକ୍ଷେପ ଆଶାକର୍ମୀଙ୍କୁ ଆଶା କିଟ୍‌ ବଣ୍ଟନ କଲେ ମାନ୍ୟବର ମନ୍ତ୍ରୀ 

Sunil Chandra Nayak

ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ସ୍ପଷ୍ଟୀକରଣ ସଂଘ ର ଜ଼ିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ

Sunil Chandra Nayak

ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ଯାଳୟର ୧୯୯୮ ମସିହା ବ୍ଯାଚ ତରଫରୁ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ଉ ଅନ୍ନ ପ୍ରସାଦ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!