ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ଫଦ ମେଳା ୨୦୨୫ ଉପଲକ୍ଷେ ଉଦ୍ଧଘାଟନ ହୋଇଯାଇଛି 

ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ଫଦ ମେଳା ୨୦୨୫ ଉପଲକ୍ଷେ ଉଦ୍ଧଘାଟନ ହୋଇଯାଇଛି 

ବନ୍ଧୁଗାଁ ତା, ୬/୧୧/୨୫, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଲୋକେ ବେକାରରେ ଣ ରହି ଆୟ କରି ନିଜର ଜୀବିକାକୁ ନିଜ ବୁଦ୍ଧିରେ ଚାଷ କରି ପରିବାର ପୋଷଣ ପାଇଁ ପ୍ରାଣୀ ବିଭାଗ ର କାର୍ଯ୍ୟାଳୟ ମାଧ୍ୟମରେ ଅନେକ ପ୍ରକାରର ଚାଷ କରି ଲୋକେ ଉପକୃତ ହବା ପାଇଁ କୋଟି କୋଟି ଟଙ୍କାର ଳନ ଚାଷୀଙ୍କୁ ଚାଷ କରିବା ପାଇଁ ଯୋଗେଇ ଦେଇଥିବା ହେତୁ ଲୋକଙ୍କୁ ସଚେତନ କୋରେଇବା ନିମନ୍ତେ ଓ ଚାଷ କରିବା ପାଇଁ ଚାଷୀଙ୍କୁ ଚାଷ ଅନୁଯାଇ ପଇସା ଦେବା ପାଇଁ ବନ୍ଧୁଗାଁ ବ୍ଲକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟ ମିନି ଖେଳ ପଡିଆ ଠାରେ ବନ୍ଧୁଗାଁ ପ୍ରାଣି ବିଭାଗ ର କାର୍ଯ୍ୟାଳୟ ଦ୍ୱାରା ଆଜି ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ଫଦ ମେଳା ୨୦୨୫ ର ପ୍ରଥମ ମେଳା ଭାବରେ ଆୟୋଜନ କୋରାଯାଇଥିଲା I ଆୟୋଜନ ରେ ଆଜି ମୁଖ୍ୟ ଅତିଥି ଭାବରେ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକା ସର୍ବ ପ୍ରଥମେ ପୁଷ୍ପ ଗୁଚ୍ଛ ଦେଇ ଭଵ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜଣାଇବା ସହ ସନ୍ନମାନିତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା ଓ ବ୍ଲକ ଅଧିକାରୀ ବିଡ଼ିଓ ଶ୍ରୀମତି ମୀନତି ଯୋଗଦେବ,ଜିଲ୍ଲା ପ୍ରାଣୀ କେନ୍ଦ୍ର ଚିକିତ୍ସାଳୟ ଅଧିକାରୀ ଡାକ୍ତର ଶ୍ରୀ ଲଷ୍ମୀଧର ବେହେରା, ଜିଲ୍ଲା ମତ୍ସ୍ୟ ପ୍ରାଣୀ ବିଭାଗ ଅଧିକାରୀ ଶ୍ରୀ ସାଗର କୁମାର ରାମ,କୋରାପୁଟ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଶ୍ରୀ ସୁଦର୍ଶନ ସାହୁ,ଶିଶୁ ବିକାଶ ଅଧିକାରୀ ଶ୍ରୀମତି ଗୀତାଞ୍ଜୋଲି ମହାରଣା,ଜୟପୁର ଉପଖଣ୍ଡ ପ୍ରାଣୀ କେନ୍ଦ୍ର ବିଭାଗ ର ଅଧିକାରୀ ତ୍ରିବେଣୀ ପାତ୍ର ଙ୍କୁ ସନ୍ନମାନିତ ଭାବରେ ସ୍ୱାଗତ କୋରାଯାଇଥିଲା I ଆଜିର ଏହି ମେଳାରେ ବନ୍ଧୁଗାଁ ବ୍ଲକର ୧୨ ଗଟି ଷ୍ଟୋଲକୁ ନେଇ ଅଂଶ ଗ୍ରହଣ କରିଥିଲେ I ବନ୍ଧୁଗାଁ ବ୍ଲକର ପ୍ରାଣୀ କେନ୍ଦ୍ରର ଅଧିକାରୀ ଡାକ୍ତର ଶ୍ରୀ ମୁକ୍ତିକାନ୍ତ ସେଟି ଙ୍କ ଉପସ୍ଥିରେ ଆଜିର ମେଳା କରିବାର ମୁଖ୍ୟ ଭୂମିକା ଥିଲା I ଏଥିରେ ଅରମାସ, ମୁଖ୍ୟମନ୍ତ୍ରୀ ମସ୍ଚ୍ୟଯିବି କଲ୍ୟାଣ ଯୋଜନା,ମା ତାରିଣୀ ସ୍ୱୟଂ ସୋହାୟକ ଗୋଷ୍ଠି,ପ୍ରଧାନ ମନ୍ତ୍ରୀ ବନ୍ଦନା ଯୋଜନା, ଭାରତିୟ ଷ୍ଟେଟ ବ୍ୟାଙ୍କ କୁମ୍ଭାରି ପୁଟ ବ୍ରାଞ୍ଚ ର ମେନେଞ୍ଜର ଶ୍ରୀ ବିଜୟ କୁମାର ବେହେରା ଓ ଷ୍ଟାଫ ଓ ବନ୍ଧୁଗାଁ ବ୍ଲକର ୧୩ ଗଟି ପଞ୍ଚାୟତ ରୁ ଆସିଥିବା ଚାଷୀଙ୍କୁ ନେଇ ଆଜି ଅବଗତ କୋରାଯାଇଥିଲା କି ଜିଏ ଗାଈ, ଛେଳି, ମେଣ୍ଡା, ମାଛ, ଓ କୁକୁଡ଼ା ଚାଷ କରିବା ଇଛୁକ ଚାଷୀମାନେ ଆମ କାର୍ଯ୍ୟାଲୟକୁ ନିଜର ଡକୁମେଣ୍ଟ ନେଇକି ଆସିଲେ ଗାଈ ଚାଷ କରିବା ଇଛୁକ ଙ୍କ ପାଇଁ ହେଲେ ଜଣଙ୍କ ପିଛା ଦୁଇଟି ଲେଖାଏଁ ଗାଈ ପାଇବେ ଗୋଟିଏ ଗାଈର ମୂଲ୍ୟ ୯୦ ହଜାର ଟଙ୍କା ରେ ମିଳିବ ଓ ଗୋଟିଏ ଗାଈକୁ ତିନିବର୍ଷ ପାଇଁ ତାର ଜୀବନ ବୀମା ମଧ୍ୟ ସରକାର ଦେଇଥାନ୍ତି,ରିହାତି ଅନୁଯାଇ ୮୦%ଭାଗ ସରକାର ଦେବେ, ଏହିପରି ଗାଈକୁ ଭଲ ଭାବରେ ଚାଷ କରି ତାଠାରୁ କ୍ଷୀର ପାଇବେ ଓ ଓମ୍ଫେଡ ସଂସ୍ଥା ରୁ ଆସି ଆପଣଙ୍କ ଗାଈର କ୍ଷୀର ନେଇଥାନ୍ତି ଓ ଯେଉଁ ଗାଈର କ୍ଷୀର ନିତି ଓମ୍ଫେଡ ସଂସ୍ତାକୁ ଦେଇଥିବା ବ୍ୟକ୍ତି ଓମ୍ଫେଡ ସଂସ୍ଥା ରେ ଏକ ମେମ୍ବର ଭାବରେ ରହି ପାରିବେ I ଏହିପରି ବ୍ଲକର ସମସ୍ତ ପଞ୍ଚାୟତ ଗାଁ ରେ ମାଛ, କୁକୁଡ଼ା, ବତକ,ଛେଳି,ଓ ଅନେକ ପ୍ରକାର ଚାଷ କରିବା ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟେଗୋ ଭାବରେ ଅଂଶ ଗ୍ରହଣ କରନ୍ତୁ I ଫୋକରୀରେ ମାଛ ଚାଷ କରିବା ଅଧା ଏକରରୁ ୧୨ ଏକର ପର୍ଯ୍ୟନ୍ତ ପୋଖରୀ କରି ୧୧ ଲକ୍ଷ ଟଙ୍କାର ମାଛ ଚାଷ କରିବା ପାଇଁ ସରକାରଙ୍କ ଦ୍ଵାରା ଯୋଗେଇ ଦିଆଯିବ I ଆଜିର ଏହି କାର୍ଯ୍ୟକ୍ରମରେ ବନ୍ଧୁଗାଁ ବ୍ଲକର ସମସ୍ତ ପଞ୍ଚାୟତର ଅଙ୍ଗନ ବାଡ଼ି,ମିଶନ ଶକ୍ତି ଗୃହର ସମସ୍ତ ଭି. ଅର. ପି, ସି. ଅର. ପି, ଓ. ଏଲ.ଏମ.ଓ ପ୍ରାଣୀ ମିତ୍ର, କୃଷି ମିତ୍ର,କୃଷି ବିଭାଗ ଷ୍ଟାଫ,ଏଥିସହ ପ୍ରାଣୀ ଚିକିତ୍ସା କେନ୍ଦ୍ର ର ଫି. ସି. ଅର, କାର୍ଯ୍ୟାଳୟ ର ଷ୍ଟାଫ, ଓ ବ୍ଲକର ଦୂରଦୁରାନ୍ତରୁ ଆସିଥିବା ଅନେକ ଭଦ୍ରବ୍ୟକ୍ତିଙ୍କ ସହ କୋରାପୁଟ ଜିଲା ବିଜେପି ଦଳର ସାଧାରଣ ସମ୍ଫାଦକ ସରତ ପାତ୍ର, ବ୍ଲକର ବିଧାୟକ ପ୍ରତିନିଧି ଡି. ଏଙ୍କାଟି, ଓ ବ୍ଲକର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଓ ଶୋଭ୍ୟାଙ୍କ ସହ ବନ୍ଧୁଗାଁ ଅଗ୍ନିଶମ ବିଭାଗ ଓ ବ୍ଲକର ମାନ୍ୟଗନ୍ୟ ଭଦ୍ର ବ୍ୟକ୍ତି ଗଣ ଉପସ୍ଥିତ ରହି ଆଜିର କାର୍ଯ୍ୟକ୍ରମ କୁ ଶାନ୍ତି ଶୃଙ୍ଖଳା ସହ ଉଦଯାପିତ ହୋଇଥିଲା I 

 ବନ୍ଧୁଗାଁ ବ୍ଲକରୁ ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

କୋକସରା ସାର୍ବଜନୀନ ଦୁର୍ଗାପୂଜା କମିଟି କର୍ମକର୍ତ୍ତା ଚୟନ

masiha

ନୂତନ ବର୍ଷ ଉପଲକ୍ଷେ ଅନନ୍ୟାର ଅନଲାଇନ କବିତା ଆସର, ପର୍ଯ୍ଯବେକ୍ଷଣରେ ବାଲେଶ୍ଵର 

Sunil Chandra Nayak

ମହିଳା ଓ ଶିଶୁ ବିକାଶ ଗୃହ କମିଟିର ସମୀକ୍ଷା ବୈଠକ

masiha

Leave a Comment

error: Content is protected !!