ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାସିଗାଁ ଠାରେ ନୂତନ ଯାଦବ ଭବନ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ 

ଦାସିଗାଁ ଠାରେ ନୂତନ ଯାଦବ ଭବନ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ 

ଜୁନାଗଡ୧୩/୧୧,(ମନୀସ ) : ଜୁନାଗଡ ବ୍ଲକ ଦାସିଗାଁ ଠାରେ ଯାଦବ ଭଵନ ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପୂଜକ ଭବାନୀ ଶଙ୍କର ଖଡ଼ିକାର, କର୍ତା କୈଳାସ ନାଗ, ଧର୍ମପତ୍ନୀ ସିଣ୍ଡ୍ରେ ନାଗ, ଯାଦବ ଭବନ ପ୍ରତିଷ୍ଠା ଉତ୍ସବରେ ରାଜ୍ୟ ସଭାନେତ୍ରୀ ସଂଯୁକ୍ତା ବେହେରା,ପୀତବାସ ବେହେରା,ଦାସିଗାଁ ଆଞ୍ଚଳିକର ସଭାପତି. ମଧୁସୁଦନ ଖର୍ସେଳ, ଉପସଭାପତି ଗଜ ବାଗ, ସମ୍ପାଦକ, ରାଧାକାନ୍ତ ଠେଲା, ପଞ୍ଚାନନ ଲହଜଳ, ଜୁନାଗଡ଼ ବ୍ଲକ ସଭାପତି ଗୌରହରି ବାଗ, ଜିଲ୍ଲା ସଭାପତି ନୃପରାଜ ଯାଦବ, ପୂର୍ବତନ ଜିଲ୍ଲା ସଭାପତି ଟିକଚନ ନାଗ, ଜିଲ୍ଲା ପରିଷଦ ସଂଙ୍ଗୀତା ଖର୍ସେଳ, ସିମାଞ୍ଚଳ ନାଗ, ଗୋଲାମୁଣ୍ଡା ବ୍ଲକ ସଭାପତି ଗିରିଧାରୀ ତେଜି,ଉପସଭାପତି ରେଵା କଟା,ଧର୍ମଗଡ଼ ବ୍ଲକ ସଭାପତି ଶଙ୍କର ଜୁଏଡ଼, କଳମପୁର ବ୍ଲକ ସଭାପତି କୃଷ୍ଣ ସିଂ ଲହଜଳ, ସୁରେନ୍ଦ୍ର ବାଗ, ପିକି ବାଗ, ଦିନବନ୍ଧୁ ନାଗ,ଏହି କ୍ରମରେ ଜମିଦାନ କରିଥିବା ବଙ୍କାପଳାର ସ୍ୱର୍ଗତ ଶାନ୍ତି ବାଗ,ପୁଅ କୈଳାସ ବାଗ । ବୈଠକରେ ସମାଜ ର ନାରୀଶିକ୍ଷା ଉପରେ ଗୁରୁତ୍ୱ ଦେବା ସହ ସଙ୍ଗଠନିକ ସ୍ଥିତି ଆହୁରି ସୃଧୁଢ କରିବା ପାଇଁ ଆହ୍ୱାନ ଦେଇଥିଲେ। ଶେଷରେ କମଲ ବାଗ ଧନ୍ୟବାଦ ଅର୍ପଣ କରିଥିଲେ । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଆଜି ବନ୍ଧୁଗାଁର ଅନେକ ସ୍ଥାନରେ ଯୋଗ ଦିବସ ପାଳନ

Sunil Chandra Nayak

ସର୍କଲ ଓ ଏସକେ ଏକାଡେମୀ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ

ବିଜେପି କର୍ମୀ ନିଷ୍ଠାବାନ ଓ କର୍ମଠ – ଜୁଏଲ ଓରାମ

masiha

Leave a Comment

error: Content is protected !!