ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ଵାଦିକଙ୍କ ମାତୃ ବିୟୋଗ 

ସାମ୍ଵାଦିକଙ୍କ ମାତୃ ବିୟୋଗ 

ମୟୂରଭଂଜ -୧୭/୧୧:   ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ରାମଦୋଳି ଯୁବ ଶକ୍ତିର ସଂସ୍ଥାପକ ତଥା ଦୈନିକ ସମ୍ବାଦପତ୍ର କାଳାନ୍ତର ର ଉପଖଣ୍ଡ ପ୍ରତିନିଧି ବିଜାତଳା ବ୍ଲକ୍ ନୂଆଗାଁ ଗ୍ରାମର ବାସିନ୍ଦା ସୁରେନ୍ଦ୍ର ମୁଣ୍ଡାଙ୍କ ମାତା ଗୁରୁବାରୀ ମୁଣ୍ଡା(୭୬)ଙ୍କ ଆଜି ପରଲୋକ ଘଟିଛି l କିଛି ଦିନ ତଳେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପରେ ଗାଁକୁ ଅଣା ଯାଇଥିଲା l ଆଜି ତାଙ୍କରି ଦେହ ପୁଣି ଥରେ ଖରାପ ହେବା ପରେ ତାଙ୍କୁ ଭୁବନେଶ୍ବରର କ୍ୟାପିଟାଲ ହସ୍ପଟାଲରେ ଭର୍ତ୍ତି ହୋଇଥିଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କରି ମୃତ୍ୟୁ ଘଟିଥିବା ଜଣା ପଡ଼ିଛି l ସ୍ୱର୍ଗୀୟ ଗୁରୁବାରୀଙ୍କର ଦୁଇ ପୁଅ ବୀରେନ୍ଦ୍ର ଓ ସୁରେନ୍ଦ୍ର ତାଙ୍କରି ଶେଷ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ l

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୮ ତମ ଶ୍ରାଦ୍ଧ ଅବସରରେ ଧର୍ମଗଡ ରକ୍ତ ଭଣ୍ଡାରରେ ରକ୍ତଦାନ ଶିବିର

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଜୀବିକା ପାଇଁ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କିତ ତାଲିମ ଓ କର୍ମଶାଳା

Sunil Chandra Nayak

ତିନିଦିନିଆ ଜନଜାତି କ୍ରୀଡା ଉଦଘାଟିତ 

masiha

Leave a Comment

error: Content is protected !!