ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆରାଧ୍ୟା କଲଚରାଲ ଏକାଡେମୀ ପକ୍ଷରୁ ଶୋକସଭା ଅନୁଷ୍ଠିତ  

ଆରାଧ୍ୟା କଲଚରାଲ ଏକାଡେମୀ ପକ୍ଷରୁ ଶୋକସଭା ଅନୁଷ୍ଠିତ  

କଟକ: ଅଗ୍ରଣୀ ସାମାଜିକ ସଂଗଠନ ଆରାଧ୍ୟା କଲଚରାଲ ଏକାଡେମୀ ଫୁଲନଖରା ପକ୍ଷରୁ ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗରେ ଏକାଡେମୀ ସଭା ଗୃହରେ ଏକ ଶୋକସଭା ଅନୁଷ୍ଠିତ ହେବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଆରାଧ୍ୟା କଲଚରାଲ ଏକାଡେମୀ ଅଧ୍ୟକ୍ଷ ସମାଜସେବୀ ଅଜୟ କୁମାର ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଶୋକସଭାରେ ଏକାଡେମୀ ନିର୍ଦ୍ଦେଶିକା ନିର୍ମଳାବାଳା ପାତ୍ର,ନୃତ୍ୟ ଗୁରୁ ଏମ ବାପି, ବାଙ୍କା ଭାଇ,ସସ୍ମିତା ସାହୁ,ଦୀପ୍ତିମୟୀ ମୁଣ୍ଡା,ପ୍ରିୟଙ୍କା ସାହା,ଜିତେନ୍ଦ୍ର ଓଝା,ଲୋନି ମହାନ୍ତି,ବନ୍ଦିତା ପାଣି,ସୋପ୍ନାରାଣୀ ପାତ୍ର, ଝୁନା ସାହୁ ଏବଂ ଏକାଡେମୀର ବିଦ୍ୟାର୍ଥୀ ବର୍ଗ ଉପସ୍ଥିତ ଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ନୂତନ ଥାନା ଅଧିକାରୀଙ୍କୁ ବ୍ଲକ ସ୍ତରୀୟ ବିଜେଡ଼ି ନେତା ଙ୍କ ସାକ୍ଷାତ

Sunil Chandra Nayak

ଜାଗ୍ରତ ଜଳେଶ୍ୱର ପକ୍ଷରୁ ୫୭ ନଂ ଜାତୀୟ ରାଜପଥର ଦୁରାବସ୍ଥା ନେଇ ମୁଖ୍ୟଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ଇ.ଏ. ଟି ଫୋଉଣ୍ଡେସନ ପକ୍ଷରୁ ଏକ ଭବ୍ୟ ମିଷ୍ଟାନ୍ନ ବଣ୍ଟନ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!