ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଏସସି ଏବଂ ଏସଟି କର୍ମଚାରୀ ସଂଘର ସ୍ୱଚ୍ଛତା ସ୍ବାଭିମାନ କାର୍ଯ୍ୟକ୍ରମ 

ରାଉରକେଲା ଏସସି ଏବଂ ଏସଟି କର୍ମଚାରୀ ସଂଘର ସ୍ୱଚ୍ଛତା ସ୍ବାଭିମାନ କାର୍ଯ୍ୟକ୍ରମ 

ରାଉରକେଲା: ସେଲ୍ ଆରଏସପି ଏସସି ଏବଂ ଏସଟି କର୍ମଚାରୀ ସଂଘ ତରଫରୁ ସ୍ବଚ୍ଛତା ସ୍ଵଭିମାନ କାର୍ଯ୍ୟକ୍ରମ ସେକ୍ଟର ୭ ସ୍ଥିତ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନରେ ସଭାପତି ଭଗବାନ ସେଠୀ, ସଭାପତି (ଗଣମାଧ୍ୟମ ଓ ସମନ୍ୱୟକାରୀ ) ଚନ୍ଦ୍ରଭାନୁ ମୁଣ୍ଡା, ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ପରିଚ୍ଛାଙ୍କ ନେତୃତ୍ଵ ରେ ସ୍ବଚ୍ଛତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ସିଜିଏମ ମାନସ ରଞ୍ଜନ ରଥ, ଶ୍ରୀମତୀ ଦୀପା ଡି ଲଭଙ୍ଗରେ, ଉପ-ମୁଖ୍ୟ ଚିକିତ୍ସା ଅଧିକାରୀ, ଜନସ୍ୱାସ୍ଥ୍ୟ, ଉଦ୍ୟାନ କୃଷି ବିଭାଗର ମହାପ୍ରବନ୍ଧକ ଡ. ଅଭିଜିତ ବିଶ୍ୱାସ, ମାନ୍ୟଗଣ୍ୟ ସଦସ୍ୟ ସର୍ବଶ୍ରୀ ବିଦ୍ୟାଧର ସେଠୀ , ପ୍ରଦୀପ କୁମାର ମଲ୍ଲିକ , ରମେଶ ମଲ୍ଲିକ, ଧୁସା ନାୟକ, ନରେଶ ରାମ, ଅଶୋକ ରଜାକ, ନିମୁ ହାଁସଦା, କୈଳାଶ ନାୟକ, ଲାଲିନ୍ଦ୍ର କିଶନ, ଭାରତ ନାୟକ, ଉତ୍ତମ ଚୌହାନ,ସୂର୍ଯ୍ୟକାନ୍ତ ବେହେରା, ମଧୁସୂଦନ ବାସ୍କେ, ଜଗବନ୍ଧୁ ବେହେରା , ବାମଦେବ ଦଳପତି, ମାନସ ମଝି, ସିଦ୍ଧ ସୋରେନ, ସୁଧୀର ଜେନା, ସନ୍ତୋଷ ମଲ୍ଲିକ, ଶଶିକାନ୍ତ କିଶାନ ପ୍ରମୁଖ ସ୍ୱେଚ୍ଛାସେବୀ ଉପସ୍ଥିତ ରହି ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପରିମଳ ମାଧ୍ୟମରେ ଗ୍ରାମୀଣ ସମୃଦ୍ଧି ଉପରେ ତାଲିମ 

Sunil Chandra Nayak

ଜିଲ୍ଲା ସଙ୍କଟ ପରିଚାଳନା କମିଟିର ବୈଠକ , ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଉପରେ ବିଶେଷ ଆଲୋଚନା ଖାଉଟି ଆତଙ୍କିତ ନ ହେବାକୁ ପରାମର୍ଶ

ସାମାନ୍ୟ ଝଡ଼ ପବନରେ ଷ୍ଟାଚ୍ୟୁ ଧରାଶାୟୀ – ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ବିଜେପିର ଦାବି

Sunil Chandra Nayak

Leave a Comment

error: Content is protected !!